Browsing Category

ପ୍ରମୁଖ ଖବର

ହ୍ରାସ ପାଉଛି ପଜିଟିଭ ସଂଖ୍ୟା, ସ୍ଥାନୀୟ ସଂକ୍ରମଣ ; ନୂଆ ପଜିଟିଭ ୫୫୦

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାସହ ସ୍ଥାନୀୟ ସଂକ୍ରମଣ ମଧ୍ୟ କମୁଛି। ରାଜ୍ୟରେ ୨୪ ଘଣ୍ଟାରେ ୫୫୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ୨୩୩ ଓ ସଙ୍ଗରୋଧ କେନ୍ଦ୍ରରୁ ୩୧୭। ଏହାସହ
Read More...

ପୁଣି ମମତାଙ୍କୁ ଝଟକା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ପୂର୍ବରୁ ଦଳର ବରିଷ୍ଠ ନେତା ମମତାଙ୍କ ହାତ ଛାଡ଼ୁଥିବା ବେଳେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ମମତା
Read More...

ସ୍ଥାୟୀ ବାସିନ୍ଦା ହ୍ରାସ ପାଉଛନ୍ତି ଭେନିସ୍‌ରେ

ଇଉରୋପୀୟ ରାଷ୍ଟ୍ର ମଧ୍ୟରେ ଇଟାଲୀର ଭେନିସ୍‌ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଲୋକପ୍ରିୟ। କରୋନା କାରଣରୁ ଏଠାରେ ପର୍ଯ୍ୟଟକଙ୍କ ହ୍ରାସ ପାଇଛି। ସ୍ଥିତି ନିୟନ୍ତ୍ରଣ ହେବା ପରେ ପୁଣି ପର୍ଯ୍ୟଟକଙ୍କ ମେଳି ସେଠାରେ ଲାଗିବ। ଭେନିସ୍‌ର ମୁଖ୍ୟ ଆକର୍ଷଣ ହେଉଛି ଦୁଇ ପାଖର କୋଠାଘର ମଝିରେ
Read More...

ବିଧାୟକଙ୍କ ବାସଭବନରେ ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ; ୩ ଗିରଫ

ଗଜପତି : ପାରଳାଖେମୁଣ୍ଡି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଜବତ
Read More...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

ସିଡ୍‌ନୀ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ। ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। କରୋନା ସଂକ୍ରମଣ ପରେ ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଦ୍ବିପାକ୍ଷିକ ସିରିଜ୍
Read More...

ବାଲେଶ୍ୱରରେ ବାହାରିଲା କରୋନା ସଚେତନତା ରଥ

ବାଲେଶ୍ବର :  କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟଳୟ ବାଲେଶ୍ବର ପକ୍ଷରୁ “କରୋନା ସମୟରେ ଉପଯୁକ୍ତ ବ୍ୟବହାର” ଶୀର୍ଷକ ସଚେତନତା ରଥର ଶୁଭାରମ୍ଭ
Read More...

ରାଜ୍ୟରେ କରୋନା ନେଲା ୧୪ ଜୀବନ, ମୋଟ ମୃତକ ସଂଖ୍ୟା ୧୭୧୮କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା
Read More...

ହାଇକୋର୍ଟରେ କଙ୍ଗନାଙ୍କ ବଡ଼ ବିଜୟ, କ୍ଷତିପୂରଣ ଦେବ ବିଏମସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପାଲିହିଲ ସ୍ଥିତ ତାଙ୍କ ଅଫିସକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସ) ଯେଉଁ ଭଳି ଢଙ୍ଗରେ ଭାଙ୍ଗିଛି, ତାହା ବେଆଇନ ବୋଲି କୋର୍ଟ କହିଛନ୍ତି। ଏଥିସହ କଙ୍ଗନାଙ୍କ ଅଫିସ
Read More...

ପାକିସ୍ତାନ ଗୁଳିରେ ପୁଣି ଦୁଇ ଯବାନ ସହିଦ

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ପାକିସ୍ତାନ ତା’ ପ୍ରକୃତି ବଦଳାଉ ନାହିଁ। ଆଜି ପୁଣିଥରେ ପାକିସ୍ତାନ ସେନା ସୀମା ଉଲ୍ଲଙ୍ଘନ କରି ଭାରତୀୟ ଯବାନଙ୍କୁ ଟାର୍ଗେଟ କରିଛି। ପାକିସ୍ତାନ କରିଥିବା ଗୁଳିମାଡ଼ରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପି ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ
Read More...

ମେହବୁବା ମୁଫତି ପୁଣି ଅଟକ! ଝିଅ ବି ଗୃହବନ୍ଦୀ

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ଅଟକ ରହିବା ପରେ ପ୍ରଶାସନ ପଞ୍ଝାରୁ ମୁକୁଳି ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ପ୍ରଶାସନ ପୁଣିଥରେ ବେଆଇନ ଭାବେ ଅଟକ ରଖିଥିବା ବେଳେ ତାଙ୍କ ଝିଅ
Read More...