କଥା ରଖିଲେ ଜିଲ୍ଲାପାଳ, ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍ ନିଯୁକ୍ତ
ବଲାଙ୍ଗିର: ରାଜ୍ୟରେ ଚାକିରି ମିଳିଲାନି। ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍ ଭାବେ କାମ କରୁଥିଲେ। କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା। ବିନା ଦରମାରେ କେତେ ଦିନ ପଡି ରହିବେ। ତେଣୁ ଘରକୁ ଫେରି ଆସିଲେ। ହାତରେ କାମ ଧନ୍ଦା କିଛି ନଥିଲା। ମେହେନତ!-->…
Read More...
Read More...