Browsing Category

ପ୍ରମୁଖ ଖବର

ଶ୍ରୀନଗରରେ ସୁରକ୍ଷା ବଳ ଉପରେ ଆତଙ୍କୀ ଆକ୍ରମଣ, ୨ ଯବାନ ଆହତ

ଶ୍ରୀନଗର :   କେନ୍ଦ୍ରୀୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ଗୁରୁବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇଜଣ ସୈନିକ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉଭୟ ଆହତଙ୍କୁ ତୁରନ୍ତ ଆର୍ମି
Read More...

ପୁଲିସ ମୁଖ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ସଂବିଧାନ ଦିବସ ପାଳନର ତାତ୍ପର୍ଯ୍ୟ
Read More...

ପୁଲିସ-ମାଓବାଦୀ ଗୁଳିବିନିମୟ – ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି। ମୃତ ମାଓବାଦୀର ନାମ କିଶୋର ବୋଲି ଜଣାପଡିଛି। ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମ ନିକଟରେ ଏହି ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଆଜି
Read More...

ବଢ଼ୁଛି ପାଠକଙ୍କ ଅଡ଼ୁଆ; ପୁତୁରା ଘରୁ ମିଳିଲା ୫୦ ଲକ୍ଷ

ଭୁବନେଶ୍ୱର : ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ ବଢ଼ି ଚାଲିଛି । ଅଭୟଙ୍କ ରାଜକୀୟ ଠାଣୀ ଓ ଚାଲିଚଳଣି ଭିଜିଲାନ୍ସ ନଜରକୁ ଆସିବା ପରେ ଗତକାଲି ଭୁବନେଶ୍ୱରରେ ୫ରୁ ଅଧିକ ସ୍ଥାନ ଏବଂ ସାରା ଦେଶରେ ୧୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌।  ମୁମ୍ବାଇରେ ରହୁଥିବା
Read More...

କରୋନା ନେଲା ୧୭ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୭୦୪

ଆଜି ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୦୪ରେ ପହଂଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀରୁ ୪, ଭୁବନେଶ୍ୱରରୁ ୩, ଅନୁଗୁଳରୁ ୨ ଏବଂ ଢେଙ୍କାନାଳ, କଳାହାଣ୍ଡି ଓ ମୟୁରଭଞ୍ଜରୁ
Read More...

୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ

କୋରାପୁଟ : କୋରାପୁଟି ଜିଲ୍ଲା ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । ୩ଲକ୍ଷ ୨୮ ହଜାର ୩ଶହ ଟଙ୍କାର ଜାଲ ନୋଟ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଘଟଣାରେ ଏସଟିଫ୍ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ଆନନ୍ଦପୁର ଲେକିଗଡାର
Read More...

ପରୀ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖଦାୟକ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ଼ର ପରୀ ହତ୍ୟା ମାମଲାରେ ଗତ କାଲି ଓ ଆଜି ବିଧାନସଭାରେ ହୋ ହାଲ୍ଲା ଜାରି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର
Read More...

ଚିହ୍ନିଲେ ଦେଖି ଏହି ହିରୋ ଜଣକ କିଏ ?

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଥ୍ରୀଲର୍‌ ଫିଲ୍ମ ‘ବବ୍‌ ବିଶ୍ୱାସ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ଶୁଟିଂ ସେଟ୍‌ରୁ ଅଭିଷେକଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ଆପଣ ଦେଖିଲେ ସହଜରେ ଅଭିଷେକ ବଚ୍ଚନ ବୋଲି ଚିହ୍ନି ପାରିବେ ନାହିଁ।
Read More...

ପୋଖରୀ ଭିତରୁ ମୃତଦେହ ଉଦ୍ଧାର

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କେଶରୀପୁର ଗାଁ ପୋଖରୀରୁ ଜଣେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ ମହେଶ୍ୱର ମଲିକ। ତାଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। କେହି ଦୁର୍ବୃତ୍ତ ହତ୍ୟା କରି ତାଙ୍କୁ ପୋଖରୀରେ ଫିଙ୍ଗି
Read More...

କଟକରେ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ

କଟକ : କିଛିଦିନ ହେବ କଟକରେ ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀମାନ ଠାବ ହେଉଥିବା ଦେଖାଯାଉଛି। ଗୁରୁବାର ସଦର ଥାନା ଅଞ୍ଚଳର ଗବଗସ୍ତରେ ମାଲଗୋଦାମ ପୁଲିସ ଦ୍ୱାରା ନାମୀଦାମୀ ନାଁର ବିପୁଳ ପରିମାଣରେ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହେବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
Read More...