ଚିହ୍ନିଲେ ଦେଖି ଏହି ହିରୋ ଜଣକ କିଏ ?
ମୁମ୍ୱାଇ : ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଥ୍ରୀଲର୍ ଫିଲ୍ମ ‘ବବ୍ ବିଶ୍ୱାସ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ଶୁଟିଂ ସେଟ୍ରୁ ଅଭିଷେକଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଆପଣ ଦେଖିଲେ ସହଜରେ ଅଭିଷେକ ବଚ୍ଚନ ବୋଲି ଚିହ୍ନି ପାରିବେ ନାହିଁ।!-->…
Read More...
Read More...