Browsing Category

ପ୍ରମୁଖ ଖବର

ଆୟୁର୍ବେଦିକ୍‌ ଡାକ୍ତରଙ୍କୁ ଅ‌େ‌ସ୍ତ୍ରାପଚାର ପାଇଁ ଅନୁମତି

ନୂଆଦିଲ୍ଲୀ : ଦେଶର ଆୟୁର୍ବେଦିକ୍‌ ଡାକ୍ତରମାନେ ଏଣିକି ଅର୍ଥୋପେଡିକ୍‌, ଇଏନ୍‌ଟି, ଚକ୍ଷୁ ଓ ଦାନ୍ତ ଅସ୍ତ୍ରୋପଚାର ଓ ଚିକିତ୍ସା ସହିତ ଶଲ୍ୟ (ଜେନେରାଲ ସର୍ଜରୀ) ଚିକିତ୍ସା କରିପାରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆୟୁର୍ବେଦିକ ସ୍ନାତକୋତ୍ତର
Read More...

ଗଣିତ ଅଧ୍ୟାପକ ଓ ଜୁନିଅର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର/ବରଗଡ଼ : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଗଣିତ ଅଧ୍ୟାପକ ଓ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଉଭୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  ହୋଇଥିବା ସୂଚନା ମିଳିଛି। ସିଟ୍‌ ଇଞ୍ଜିନିୟରିଂ କଲେଜ ଗଣିତ ଅଧ୍ୟାପକ ଡ.  ପ୍ରସନ୍ନ
Read More...

ଇତିହାସ ସୃଷ୍ଟି କଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏବେ ଗୋଟିଏ ବିରଳ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆରବିଆଇର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ପାର କରିଛି। ଆଜି ଯାଏ ବିଶ୍ୱର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟର
Read More...

ବଢିଲା ଶୀତର ପ୍ରକୋପ : ୮ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ

ଭୁବନେଶ୍ବର : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦିନକୁ ଦିନ ପାରଦ ଖସିବା ସହ ଶୀତ ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସୁବର୍ଣ୍ଣପୁରର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୁବର୍ଣ୍ଣପୁର ରାଜ୍ୟର
Read More...

କୋଭାକ୍ସିନ ୬୦% ପ୍ରଭାବଶାଳୀ ରହିବ

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ ଚାଲିଥିବା ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ ଅତିକମ୍‌ରେ ୬୦% ପ୍ରଭାବଶାଳୀ ରହିବ ବୋଲି ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଛି। କୋଭାକ୍ସିନ୍‌ର ପ୍ରଥମ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଥିବାବେଳେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ
Read More...

ଉତ୍କଳମଣିଙ୍କ ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ ସ୍ଥାପନ

କଟକ : ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି। ଜିଲା ପ୍ରଶାସନ, ପୂର୍ତ୍ତ ଡିଭିଜନ-୧
Read More...

ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ସୋମବାର ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଗୃହକୁ ୩ଟା ଯାଏ ମୁଲତବୀ ରଖାଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ
Read More...

ରାଜ୍ୟପାଳ‌ଙ୍କ ଧର୍ମପତ୍ନୀଙ୍କର ପରଲୋକ

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ସୁଶୀଳା ଦେବୀଙ୍କର ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ
Read More...

ଆଜି ପବିତ୍ର ଅଁଳା ନବମୀ ; କୋଭିଡ ନିୟମ ପାଇଁ ରାଧାପାଦ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏଥିପାଇଁ ପ୍ରତିବର୍ଷ ଭଳି  ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ ବନ୍ଦ ପାଇଁ କଟକଣା ଜାରି କରାଯାଇଛି। ମନ୍ଦିରରେ ପ୍ରବେଶ ମଧ୍ୟ ବନ୍ଦ ରହିଛି। କୋଭିଡ
Read More...

ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ   ଦେଶରେ  ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା
Read More...