Browsing Category

ପ୍ରମୁଖ ଖବର

ରାଜ୍ୟପାଳ‌ଙ୍କ ଧର୍ମପତ୍ନୀଙ୍କର ପରଲୋକ

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ସୁଶୀଳା ଦେବୀଙ୍କର ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ…
Read More...

ଆଜି ପବିତ୍ର ଅଁଳା ନବମୀ ; କୋଭିଡ ନିୟମ ପାଇଁ ରାଧାପାଦ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏଥିପାଇଁ ପ୍ରତିବର୍ଷ ଭଳି  ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ ବନ୍ଦ ପାଇଁ କଟକଣା ଜାରି କରାଯାଇଛି। ମନ୍ଦିରରେ ପ୍ରବେଶ ମଧ୍ୟ ବନ୍ଦ ରହିଛି। କୋଭିଡ…
Read More...

ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ   ଦେଶରେ  ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା…
Read More...

ହକି ଗୌରବର ପ୍ରକଳ୍ପ ‘ହକି ହଲ ଅଫ ଫେମ୍‍’

ରାଉରକେଲା : ହକିର ଗଡ଼ ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲାରେ ହକି ଖେଳ ସାଧାରଣ ଜନଜୀବନର ଭାବପ୍ରବଣତା ସହିତ ଜଡ଼ିତ। ଏହି ଜିଲାର ଖେଳାଳି ବିଶ୍ୱସ୍ତରରେ ଜିଲା ଓ ରାଜ୍ୟ ପାଇଁ କେବଳ ନୁହେଁ ବରଂ ଦେଶ ପାଇଁ ଗର୍ବ, ଗୌରବ ଆଣିଛନ୍ତି। ଏହି ଗୌରବକୁ ନେଇ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ…
Read More...

ସମୁଦ୍ରର ଗଭୀରତମ ପ୍ରଦେଶକୁ ଗଲା ଚୀନ ନୌବହର

ବେଜିଂ: ଗଭୀର ସମୁଦ୍ର ବକ୍ଷରେ କ’ଣ ରହିଛି ତାହାର ଅନୁସନ୍ଧାନ ପାଇଁ ଚୀନ ଏକ ନୌବହର ‘ଫେଣ୍ଡୋଉଝେ’ ବା ‘ଷ୍ଟାଇଭର’କୁ ପ୍ରେରଣ କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହୋଇଥିଲେ ମଧ୍ୟ ତିନିଜଣ ଗବେଷକ ଏଥିରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାତ୍ରା କରିଛନ୍ତି। ଏହି ନୌବହରରେ ରୋବୋଟିକ୍‌…
Read More...

୨୦୨୦ରେ ୧୯୧ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ବିଦେଶୀ; ଅଥାତ୍‌…
Read More...

ଶହେ ଦିନିଆ ଭାରତ ଭ୍ରମଣ କରିବେ ନଡ୍ଡା

ନୂଆଦିଲ୍ଲୀ: ବିଜେପିକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ଏହାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୧୦୦ଦିନିଆ ଭାରତ ଭ୍ରମଣ କରିବେ। ଆସନ୍ତା ୨୬ରୁ ସେ ଆସାମରୁ ଏହି ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନ ଅବସରରେ ସେ ବିଭିନ୍ନ ରାଜ୍ୟର ଦଳୀୟ ବିଧାୟକ, ସାଂସଦ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଅଲଗା…
Read More...

ରାଜ୍ୟରେ ନୂଆ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷ କରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଆକ୍ରାନ୍ତ ୨୬୫ ଓ ସଙ୍ଗରୋଧ କେନ୍ଦ୍ରରୁ ୩୭୩ ଚିହ୍ନଟ…
Read More...

ପ୍ୟାରିସ୍‍ ଜଳବାୟୁ ଚୁକ୍ତିନାମା ଲକ୍ଷ୍ୟ ଅତିକ୍ରମ କରିଛି ଭାରତ

କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଆର୍‍.କେ. ସିଂହ କହିଛନ୍ତି, ଦେଶରେ ଅକ୍ଷୟ ଶକ୍ତି କ୍ଷମତାର ଅଭିବୃଦ୍ଧିହାର ବିଶ୍ୱରେ ସର୍ବାଧିକ। ତାପମାତ୍ରାକୁ ସୀମିତ ରଖିବାରେ ଭାରତର ଏହି ଉଦ୍ୟମକୁ ମଧ୍ୟ ସମଗ୍ର ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛି।…
Read More...

ଡ୍ରଗ୍ସ ଲିଙ୍କ ଘଟଣା ; ଗିରଫ ହେଲେ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ

ମୁମ୍ବଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ବହୁ ସମୟ ଜେରା ପରେ ହର୍ଷଙ୍କୁ ଏନସିବି ଗିରଫ କରିଛି। ଭାରତୀଙ୍କ ମୁମ୍ବଇ ଅଂଧେରୀ ଘର ଓ…
Read More...