୫ ବର୍ଷ ଝିଅର ଆଖି ଓ କିଡନୀ ତାଡ଼ି ନେଲେ; ନ୍ୟାୟ ପାଇଁ ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର :‘ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ। ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ। ଦେଖୁ ଦେଖୁ ୪ ମାସ ବିତି ଗଲାଣି। ପୁଲିସ୍ ନିକଟରେ ଗୁହାରି କଲେ ପୁଲିସ୍ ଶୁଣୁନି। ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାରୁ ହେଉଛୁ। ଆମେ କିପରି ନ୍ୟାୟ ପାଇବୁ।’ ଆଜି ବିଧାନସଭା!-->…
Read More...
Read More...