Browsing Category

ପ୍ରମୁଖ ଖବର

ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ

କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ଇସ୍ରୋର ଅଧ୍ୟକ୍ଷ କେ. ଶିବନଙ୍କୁ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି।ବେଙ୍ଗାଲୁରୁଠାରେ ଆୟୋଜିତ ଏକ ନିରାଡ଼ମ୍ବର ସମାରୋହରେ ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। ଦେଶରେ ମହାକାଶ…
Read More...

ଅଁଳା ନବମୀ ; ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା

ପୁରୀ : ଆସନ୍ତକାଲି ପବିତ୍ର ଅଁଳା ନବମୀ। ଏହାକୁ ଦୃଷ୍ଟିରେ ରଖି ସାକ୍ଷୀଗୋପାଳ ମନ୍ଦିର ପରିସରରେ ଆଜି ମଧ୍ୟରାତ୍ରରୁ ଲାଗୁ ହେବ ୧୪୪ ଧାରା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ଲାଗୁ ହେବ କଟକଣା। ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯିବ। ଅଁଳା ନବମୀ ଅବସରରେ…
Read More...

୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆଜି ଏହାର ୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ। ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ଏନ୍‍.ସି.ସି. ଡି.ଜି. ଲେପ୍ଟନାଣ୍ଟ ଜେନେରାଲ୍‍ ରାଜୀବ ଚୋପଡ଼ା ଏନ୍‍.ସି.ସି. ପକ୍ଷରୁ…
Read More...

ଆଖି ବୁଜିଲେ ଆଉ ୧୫ ଆକ୍ରାନ୍ତ ; ମୃତ୍ୟୁ ସଂଖ୍ୟା ୧୬୪୦

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୫ ଆକ୍ରାନ୍ତ ଆଖି ବୁଜିଲେ । ଏହାସହ ମୃତକଙ୍କ ସଂଖ୍ୟା ୧୬୪୦ରେ ପହଞ୍ଚିଛି। ୭,୩୬୦ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪,…
Read More...

ଶପଥ ପୂର୍ବରୁ ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଙ୍କ ୭୮ ବର୍ଷରେ ପଦାର୍ପଣ: ଆମେରିକା ଇତିହାସର ସବୁଠୁ ବୟସ୍କ…

ୱାସିଂଟନ୍: ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍ ୭୮ ବର୍ଷରେ ପଦାର୍ପଣ କରୁଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ହେବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବାକୁ ଥିବା ବାଇଡେନ୍…
Read More...

ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀ ମୃତ, ଅନେକ ଲୋକ ଆହତ

ଗୌହାଟୀ: ଅଶାନ୍ତ ହୋଇ ଉଠିଛି ଉତ୍ତର ତ୍ରିପୁରା। ଏଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେବାରୁ ପୁଲିସ୍‌ ବାଧ୍ୟ ହୋଇ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ୍‌ର ସୂଚନା…
Read More...

ବିଷାକ୍ତ ମଦ ନେଲା ୬ ଜୀବନ, ଯୋଗୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋଟିଏ ଗାଁରେ ବିଷାକ୍ତ ମଦର ବିଭୀଷିକା ଦେଖିବାକୁ ମିଳିଛି। ନକଲି ଓ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ…
Read More...

ଦୋକାନ ପାଖରେ ପରିସ୍ରା କରିବାକୁ ନେଇ ମାରପିଟ୍, ହତ୍ୟାକାଣ୍ଡ

ନୂଆଦିଲ୍ଲୀ: ପରିସ୍ରା କରିବାକୁ ନେଇ କଳିକଜିଆ ଆଉ ପରେ ହତ୍ୟାକାଣ୍ଡ ଘଟିଛି। ଗୁରୁବାର ସଂଧ୍ୟାରେ ରାଜଧାନୀ ଦିଲ୍ଲୀରେ ଉତ୍ତର-ପୂର୍ବରେ ଥିବା ସୁନ୍ଦର ନଗରୀରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ମୃତକଙ୍କ ନାମ ପ୍ରେମ୍ ପାଲ୍ (୩୦) ବୋଲି ଡିସିପି ବେଦ ପ୍ରକାଶ ସୂର୍ଯ୍ୟ କହିଛନ୍ତି। ପୁଲିସ ଏବେ…
Read More...

ସୁବର୍ଣ୍ଣପୁରରେ ୨୪ ଟିକିଆ ହାତୀପଲ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କ ନୀଦ ହଜାଇ ଦେଇଛି ହାତୀ । ବିନିକା ବନବିଭାଗ ଅଧିନରେ ଥିବା ସିନ୍ଦୁରପୁର ଗାଁରେ ୨୪ ଟିକିଆ ହାତୀପଲ ପସିଛନ୍ତି । ବ୍ୟାପକ ଉପଦ୍ରବ ସହ ହାତୀ ଧାନ ଫସଲ ଖାଇଦେଉଛି ।  ଶତାଧିକ ଏକର ଦଳି ହାତୀପଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ…
Read More...

ଫନ୍ଦି କରି ଝିଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଲା ମା’, କୋର୍ଟ ଦେଲେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀର ଜଣେ ଝିଅକୁ ତାଙ୍କ ମା’ ବଳପୂର୍ବକ ନିଶା ନିବାରଣ କେନ୍ଦ୍ର (Drug Rehabilitation Centre) କୁ ୨୨ ଦିନ ପଠାଇ ଦେଇଥିଲେ। ଝିଅ ଅଲଗା ଧର୍ମର ବିବାହିତ ପୁଅ ସହିତ ସମ୍ପର୍କ ରଖୁଥିବାରୁ ଏହାକୁ ନାପସନ୍ଦ କରିଥିଲେ ମହିଳା ଜଣଙ୍କ। ତେଣୁ ସେ ଫନ୍ଦି କରି ତାଙ୍କ ଝିଅକୁ…
Read More...