Browsing Category

ପ୍ରମୁଖ ଖବର

ବାଚସ୍ପତିଙ୍କ ସମ୍ମୁଖରେ ମୁଣ୍ଡ ପିଟିଦେଲେ ତାରା

ଭୁବନେଶ୍ୱର : ବିଧାନସଭାରେ ଆଜି ଅପରାହ୍ନରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇଭରରେ ମୁଣ୍ଡ ପିଟି ଦେଇଥିଲେ। ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହଲ୍ଲା ଏବଂ…
Read More...

ରାଜଧାନୀରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଥିବା ଶନିବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯିବା ସହ ୪ ଜଣଙ୍କୁ କମିଶନରେଟ ପୁଲିସ ଅଟକ ରଖିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଲୁଟେରାମାନେ କଟକ ରୋଡସ୍ଥିତ…
Read More...

ବେଆଇନ ପଥର ଖଣି ଉପରେ ରାତିଅଧିଆ ମିଳିତ ଚଢ଼ାଉ, ୬ ପଥର ବୋଝେଇ ଟ୍ରକ୍ ଜବତ

ବେଗୁନିଆ : ବେଗୁନିଆ ତହସିଲ ଅନ୍ତର୍ଗତ ରାଉତପଡା ଏବଂ ତାର ନିକଟସ୍ଥ ଦୁଇ ତିନୋଟି ବେଆଇନ ପଥର ଖଣି ଉପରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଏବଂ ବେଗୁନିଆ ଥାନା ଅଧିକାରୀ ରଶ୍ମିରଂଜନ ସାହୁ ରାତିଅଧିଆ ମିଳିତ ଚଢ଼ାଉ କରି ୬ ଟି ପଥର ବୋଝେଇ ଟ୍ରକ୍ ଜବତ କରିଛନ୍ତି l ପଥର ମାଫିଆମାନେ ଏ…
Read More...

ବାଙ୍କୀ ଥାନାର ୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବାଙ୍କୀ (ଡମପଡ଼ା) : ବାଙ୍କୀ ଥାନାର ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଏସ୍‌.ଆଇ ରହିଥିବା ବେଳେ ଅନ୍ୟଜଣେ ମହିଳା ଏସ୍‌.ଆଇ ଅନ୍ୟଜଣେ ପୁରୁଷ ଏ.ଏସ୍‌.ଆଇ ଥିବା ସୂଚନା ମିଳିଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ ହୋମଆଇସୋଲେସନରେ…
Read More...

ପୁରୀ ହାଜତ ମୃତ୍ୟୁ ଘଟଣା; ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ପୁରୀ : ପୁରୀ ଜିଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଏ ନେଇ ସାଧାରଣ ଲୋକ, ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିରୋଧ ପ୍ରକାଶ ପାଇଛି । ଶନିବାର ମୃତ କେ. ରମେଶଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିଛନ୍ତି…
Read More...

ହୁ’ରେ ପୁନଃ ଯୋଗଦେବ ଆମେରିକା: ବାଇଡେନ୍‌

ୱାଶିଂଟନ୍‌: କରୋନା ସଂକ୍ରମଣ ପରିଚାଳନାରେ ବ୍ୟର୍ଥ ହୋଇଥିବା ଅଭିଯୋଗ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପୁନର୍ବାର ଏଥିରେ ଯୋଗ ଦେବ। ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥିସହିତ ଚୀନ ଉକ୍ତ…
Read More...

ଆକ୍ସନ ମୋଡରେ ଏନସିବି : ଭାରତୀ ସିଂହଙ୍କ ଘରେ ଚଢଉ, ଡ୍ରଗ୍ସ ଜବତ

ମୁମ୍ବଇ : ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ପକ୍ଷରୁ ଶନିବାର ଚଢଉ କରାଯାଇଛି। ତାଙ୍କ ଘରୁ କିଛି ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି। କିଛି ଦିନ ପରେ ପୁଣି ଆକ୍ସନ ମୋଡକୁ ଆସିଛି ଏନସିବି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ…
Read More...

ହ୍ରାସ ପାଉଛି ସଂକ୍ରମଣ : ନୂଆ ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। କିଛି ଦିନ ହେବ ହଜାରେ ତଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪୬ ଓ…
Read More...

ବିଧାନସଭା ଶୀତ ଅଧିବେଶନ : ହାଜତ ମୃତ୍ୟୁ ଓ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଗୃହରେ ହୋ-ହାଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଛି। ଶନିବାର ମଧ୍ୟ ପୁଣି ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ସେହିପରି ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା…
Read More...

ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା

କୋରାପୁଟ : ଦୀର୍ଘ ଆଠଦିନର ରାସ୍ତାରୋକ ହଟାଯିବା ପରେ ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ କ୍ରମଶଃ ପ୍ରଶମିତ ହେଉଥିବା ଜଣାଯାଇଛି।   ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଂଚଳ ରାଜସ୍ୱ…
Read More...