Browsing Category

ପ୍ରମୁଖ ଖବର

କରୋନା ମଧ୍ୟରେ ଭାରତରେ ପ୍ରଥମ କ୍ରୀଡ଼ା ଆଇଏସ୍‌ଏଲ୍‌ ଆରମ୍ଭ, କେରଳ ବ୍ଲାଷ୍ଟର୍ସକୁ ହରାଇଲା ମୋହନବାଗାନ୍‌

ଗୋଆ: କରୋନା ମହାମାରୀ ମଧ୍ୟରେ ଭାରତରେ ପ୍ରଥମ କ୍ରୀଡ଼ା ପ୍ରତିଯୋଗିତା ବ୍ୟୟବହୁଳ ଫୁଟବଲ ଲିଗ୍‌ ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ସପ୍ତମ ସଂସ୍କରଣ ଆରମ୍ଭ ହୋଇଛି। ଶୁକ୍ରବାର ଗୋଆର ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମ ବାମ୍ବୋଲିମରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ଏଟିକେ ମୋହନବାଗାନ…
Read More...

କୋଭିଡ ଟିକା ବିତରଣ ଏବଂ ବଣ୍ଟନ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ଟିକା ବିତରଣ ଓ ବଣ୍ଟନ ଏବଂ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଟିକା ବିକଶିତ କରିବା ପାଇଁ ଉଦ୍ଭାବକ, ବୈଜ୍ଞାନିକ ଏବଂ ଫାର୍ମା-କମ୍ପାନୀଗୁଡିକର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଟିକା ଗବେଷଣା, ବିକାଶ ଏବଂ…
Read More...

ହ୍ରାସ ପାଉଛି ସଂକ୍ରମଣ : ନୂଆ ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। କିଛି ଦିନ ହେବ ହଜାରେ ତଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪୬ ଓ…
Read More...

ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଦେହାନ୍ତ

କଟକ: କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି(ବୃକ୍କକ) ରୋଗ ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର(୫୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ସଂକ୍ରମିତ…
Read More...

ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆନ୍ତର୍ଜାତିକ ନିଯୁକ୍ତି

ନୂଆଦିଲ୍ଲୀ: ଭାରତର ଚତୁର୍ଦଶ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜେନେଭାସ୍ଥିତ ଆନ୍ତ-ସଂସଦୀୟ ୟୁନିଅନ (ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍)ର ବାହ୍ୟ ଅଡିଟର ଭାବରେ ମନୋନୀତ କରାଯାଇଛି। ଖୁବ୍ ଶୀଘ୍ର ମୁର୍ମୁ ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍…
Read More...

ଡଗ୍‍ଲାସ୍‍ ଷ୍ଟୁଆର୍ଟଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବୁକର୍‍ ପ୍ରାଇଜ୍‍

ନ୍ୟୁୟର୍କଠାରେ ବସବାସ କରୁଥିବା ସ୍କଟ୍‍ଲ୍ୟାଣ୍ଡ୍‍ର ଲେଖକ ଡଗ୍‍ଲାସ୍‍ ଷ୍ଟୁଆର୍ଟଙ୍କୁ ତାଙ୍କର ଆତ୍ମଜୀବନୀ ଉପରେ ଆଧାରିତ ଉପନ୍ୟାସ ‘ସୁଗୀବେନ୍‍’ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବୁକର୍‍ ପ୍ରାଇଜ୍‍ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇଁ ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବ ଅବନୀ…
Read More...

ଫେରିବ ବିଜୁଙ୍କ ‘ଡାକୋଟା’, ଟେକ୍ନୋ-କମର୍ସିଆଲ ପରଚେଜ କମିଟି ଗଠିତ

ଭୁବନେଶ୍ବର: କଲକାତାରେ ଥିବା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ(ଡିସି-୩)କୁ ଉଦ୍ଧାର କରି ଭୁବନେଶ୍ବର ଫେରାଇ ଆଣିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିବାବେଳେ ଏବେ ଏଥିପାଇଁ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟେକ୍ନୋ-କମର୍ସିଆଲ ପରଚେଜ କମିଟି…
Read More...

କରୋନା କାୟା : ରାଜସ୍ଥାନର ୧୪୪ ଧାରା, ହରିୟାଣାରେ ସ୍କୁଲ ପୁଣି ବନ୍ଦ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । କରୋନା ସଂକ୍ରମଣ ବୃଦ୍ଧି  ଯୋଗୁଁ କେତେକ ରାଜ୍ୟ କଟକଣା ଲଗାଇବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ହରିୟାଣା ଏବଂ ରାଜସ୍ଥାନରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।…
Read More...

ନଭେମ୍ବରରୁ ଦିଲ୍ଲୀରେ ଅସହ୍ୟ ଜାଡ଼, ଭାଙ୍ଗିଲା ୧୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଏବେଠାରୁ ହିଁ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟର…
Read More...

ପୁରୀରେ ପୁଲିସ୍‌ ହେପାଜତରେ ଯୁବକ ମୃତ୍ୟୁ ଘଟଣା, ଆଇଜିଙ୍କ ତଦନ୍ତ ଆରମ୍ଭ

ପୁରୀ: ପୁଲିସ୍‌ ହେପାଜତରେ ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଗତକାଲି ପୁରୀ ସହରରେ ଦେଖାଯାଇଥିଲା ଉତ୍ତେଜନା । ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌-ପବ୍ଲିକ । ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା…
Read More...