ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ତପୋବନ ପେଟ୍ରୋଲପମ୍ପ ନିକଟରୁ ୩୦ ଲକ୍ଷ ଟଙ୍କାସହ ଜଣେ ଯୁବକ ଅଟକ ରହିଥିବା ଶୁକ୍ରବାର ଜଣାପଡ଼ିଛି। ଟଙ୍କା ସହ ଉକ୍ତ ଯୁବକଙ୍କୁ ଖଣ୍ଡଗିରି ପୁଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏତେ ପରିମାଣର ଟଙ୍କା କେଉଁଠୁ ପାଇଲେ ସେନେଇ ପୁଲିସ ତଦନ୍ତ କରୁଛି।!-->…
Read More...
Read More...