Browsing Category

ପ୍ରମୁଖ ଖବର

ମହାକାଶ ଷ୍ଟେସନରେ ପହଞ୍ଚିଲେ ୪ ମହାକାଶଚାରୀ

ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ପ୍ରଥମ ଥର ପାଇଁ ଚାରିଜଣ ମହାକାଶଚାରୀଙ୍କୁନେଇ ସଫଳତାର ସହିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅବତରଣ କରିଛି। ୨୭ ଘଣ୍ଟିଆ କକ୍ଷପଥ ବୁଲିବାପରେ ପରେ କ୍ରୁ -୧ ମିଶନ୍ ସ୍ପେଶ ଷ୍ଟେସନରେ ସୋମବାର ରାତିରେ ୪ ଜଣ ମହାକାଶଚାରୀ ଅବତରଣ କରିଛନ୍ତି। ଉକ୍ତ
Read More...

ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି, ଅଧିକ ଧାନ କିଣାଯିବାର ବ୍ୟବସ୍ଥା କରାଯାଉଛି : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର : ରାଜ୍ୟରେ ଧାନ ସଂଗ୍ରହ ନେଇ କୌଣସି ସମସ୍ୟା ନାହିଁ ବୋଲ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଦୁଇଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି। ଧାନ କିଣାରେ କୌଣସି ଅସୁବିଧା ନାହିଁ, ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି। ଚଳିତ ବର୍ଷ ୭୧ ଲକ୍ଷ 
Read More...

ଉତ୍ତରପ୍ରଦେଶର ବଡ ଧରଣର ସଡ଼କ ଦୁର୍ଘଟଣା ; କାର ଓଲଟି ୬ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର
Read More...

ଗଣମାଧ୍ୟମର କଣ୍ଠରୋଧ କଲେ ବିରୋଧ କରାଯିବ: ଶାହ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଦେଶର ସାମ୍ୱାଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶକୁ ମଜବୁତ କରିବାରେ ମିଡିଆର ଅବଦାନ ରହିଛି। ମୋଦି ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଯେଉଁମାନେ
Read More...

ନାଳକୁ ଖସି ପଡ଼ିଲା ପିକ୍ ଅପ୍, ୭ ମୃତ

ଶିମଲା: ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମହିନ୍ଦ୍ରା ପିକ୍ ଅପ ଭ୍ୟାନଟି ରାତିରେ ଏକ ନାଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ହିମାଚଳ ପ୍ରଦେଶରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଣ୍ଡି ଜିଲ୍ଲାର ପୁଲଘରତ ନିକଟରେ
Read More...

ହତ୍ୟା ମାମଲା ରୁଜୁ ହେବା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି : ହତ୍ୟା ମାମଲା ରୁଜୁ ହେବା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସରକାର ବଦଳି କରି ଦେଇଛନ୍ତି। ତାଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ୱାଇ. ବିଜୟଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
Read More...

ତାରକିଶୋର ଓ ରେଣୁ ଦେବୀ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ କହିଛନ୍ତି। କାଟିହାରରୁ ଚାରିଥର ବିଧାୟକ ଭାବେ
Read More...

ସୀମା ବିବାଦ ଓଡ଼ିଶା ନୀରବ ; ମାଡ଼ି ଚାଲିଛି ଆନ୍ଧ୍ର : ପୁଣି ଫଳକ ଉପାଡ଼ି ରାସ୍ତା ଅବରୋଧ

ପଟାଙ୍ଗି : ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ତେଜିବାରେ ଲାଗିଛି ସୀମା ବିବାଦ। ଓଡ଼ିଶାର ନୀରବତାର ସୁଯୋଗ ନେଇ ଆନ୍ଧ୍ର ମାଡ଼ି ମାଡ଼ି ଚାଲିଛି। କୋରାପୁଟ ଜିଲା ପ୍ରଶାସନ ସୀମା ଚିହ୍ନଟ କରି ଲଗାଇଥିବା ଫଳକକୁ ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ରପଟର ସୀମାନ୍ତବାସୀ ଉପାଡ଼ିଦେବା ସହ ଶକ୍ତି ପ୍ରଦର୍ଶନ
Read More...

ସପ୍ତମଥର ପାଇଁ ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନିତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ଭାବେ ନିତୀଶ କୁମାର ସପ୍ତମଥର ପାଇଁ ଆଜି ଶପଥ ଗ୍ରହଣ କରିବେ। ଅପରାହ୍ଣ ୪.୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଫଗୁ ଚୌହାନ୍‍ ଶ୍ରୀ କୁମାର ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତେବେ
Read More...

ଚାଲିଗଲା ଆଉ ୧୬ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଥମୁନି ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୧୬ ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ଓ ବରଗଡରୁ ୩
Read More...