ସୀମା ବିବାଦ ଓଡ଼ିଶା ନୀରବ ; ମାଡ଼ି ଚାଲିଛି ଆନ୍ଧ୍ର : ପୁଣି ଫଳକ ଉପାଡ଼ି ରାସ୍ତା ଅବରୋଧ
ପଟାଙ୍ଗି : ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ତେଜିବାରେ ଲାଗିଛି ସୀମା ବିବାଦ। ଓଡ଼ିଶାର ନୀରବତାର ସୁଯୋଗ ନେଇ ଆନ୍ଧ୍ର ମାଡ଼ି ମାଡ଼ି ଚାଲିଛି। କୋରାପୁଟ ଜିଲା ପ୍ରଶାସନ ସୀମା ଚିହ୍ନଟ କରି ଲଗାଇଥିବା ଫଳକକୁ ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ରପଟର ସୀମାନ୍ତବାସୀ ଉପାଡ଼ିଦେବା ସହ ଶକ୍ତି ପ୍ରଦର୍ଶନ!-->…
Read More...
Read More...