କୋଟିପତି କିରାଣୀ ଗିରଫ : ଦରମା ୫୦ ହଜାର କିନ୍ତୁ ୧ କୋଟି ୩୨ ଲକ୍ଷରୁ ଉର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ
ଭୁବନେଶ୍ଵର : ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କିରାଣୀଙ୍କୁ ଆଜି ଗିରଫ କରାଯାଇଛି। ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭିଜିଲାନ୍ସ ପକ୍ଷରୁ!-->…
Read More...
Read More...