Browsing Category

ପ୍ରମୁଖ ଖବର

ମାଲକାନଗିରି ପୁଲିସକୁ ବଡ ସଫଳତା ; ବ୍ୟାପକ ଗୁଳି ଓ ବୋମା ଜବତ

ମାଲକାନଗିରି :  ମାଲକାନଗିରି ଜିଲା ପୁଲିସକୁ ତଲାସି ଅଭିଯାନ ସମୟରେ ବଡ ସଫଳତା ମିଳିଥିବା ଗୁରୁବାର ଜଣାପଡ଼ିଛି। ତଲାସି ଅଭିଯାନ ସମୟରେ ପୁଲିସ ଦ୍ୱାରା ବ୍ୟାପକ ଗୁଳି ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲା  ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫ ର ମିଳିତ ସର୍ଚ୍ଚ ଅପରେସନ…
Read More...

ପାଟଣାଗଡ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା ; ହତ୍ୟାକାଣ୍ଡ ସନ୍ଦେହ ଘନୀଭୂତ

ବଲାଙ୍ଗୀର : ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତ ପରିବାରର ଅନ୍ୟ ୫ପୁଅ ପହଞ୍ଚିବା ପରେ ଧିରେ ଧିରେ ମୃତ୍ୟୁର କାରଣ ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏହାସହ ହତ୍ୟା…
Read More...

ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧,୪୮୩

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୮୩କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…
Read More...

ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ

ନୂଆଦିଲ୍ଲୀ : ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି।  ଅର୍ଣ୍ଣବଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା…
Read More...

ମାନସିକ ଅନଗ୍ରସର ବିଦ୍ୟାର୍ଥିଙ୍କୁ ଟିଏଲଏମ୍‍ କିଟ୍‍ ବଣ୍ଟନ

ବାଙ୍କୀ : ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଥମରୁ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥିଙ୍କର ଶୈକ୍ଷିକ ପରିବେଷ ଓ ପଠନ ସାମଗ୍ରୀ ସହିତ ବୌଦ୍ଧିକ ଶିକ୍ଷାର ବିକାଶ ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେବା ସହ କାର୍ଯ୍ୟକାରୀ କରୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ଥିବା ଦିବ୍ୟାଙ୍ଗ…
Read More...

ଦେଶରେ ଜାରି ରହିଛି ମୋଦୀ ଲହର : ୧୧ରାଜ୍ୟରେ ଉପ-ନିର୍ବାଚନ, ​​ବିଜେପି ଜିତିଛି ୪୦ ଆସନ

ନୂଆଦିଲ୍ଲୀ : ବିହାର ନିର୍ବାଚନ ମାଧ୍ୟମରେ ଦେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚମତ୍କାର ବ୍ୟକ୍ତିତ୍ୱର ଝଲକ ପୁଣି ଦେଖିବାକୁ ପାଇଛି। ଏହା ପ୍ରମାଣିତ କରିଛି ଯେ ଦେଶରେ ଏବେ ମଧ୍ୟ ମୋଦୀ ଲହର ଜାରି ରହିଛି। ୧୧ଟି ରାଜ୍ୟରେ ୫୯ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ​​ଏହା ଦେଖିବାକୁ…
Read More...

ସୁସ୍ଥ ହେଲେ ୮୦ ଲକ୍ଷରୁ ଅଧିକ : ଆରୋଗ୍ୟ ହାର ୯୨.୭୯ ପ୍ରତିଶତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୯୨.୭୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୮୦ ଲକ୍ଷକୁ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…
Read More...

ସାଢେ ୬ କେଜି ସୁନା ଜବତ ; ୧୦ ଚୋର, ୫ କ୍ରେତା ଗିରଫ

ଗଞ୍ଜାମ : ଗଞ୍ଜାମ ପୁଲିସକୁ ଏକ ବଡ ସଫଳତା ମିଳିଥିବା ବୁଧବାର ଜଣାପଡ଼ିଛି। ପ୍ରାୟ ସାଢେ ୬ କେଜି ସୁନା ଗଞ୍ଜାମ ପୁଲିସ ଜବତ କରିଛି। ଏହି ଘଟଣାରେ ୧୦ ଜଣ ଚୋର ଓ ୫ କ୍ରେତା ମଧ୍ୟ ଗିରଫ ହୋଇଛନ୍ତି। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଅକ୍ଟୋବର ୧୨ରେ ଏହି ସୁନା ଲୁଟ ହୋଇଥିଲା। ଏହି…
Read More...

ଅଣ୍ଡା, ଛତୁଆ ପରେ ଅଙ୍ଗନବାଡ଼ି ପିଲା ଖାଇବେ ଚୁନା ମାଛ

ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ପୁଷ୍ଟି ସାଧନ ନିମନ୍ତେ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଣ୍ଡା ଓ ଛତୁଆ ପରି ସୁଷମ ଖାଦ୍ୟ ଦିଆଯାଉଥିଲା। ଖୁବ୍‌ଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଚୁନା ମାଛ।ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ,…
Read More...