Browsing Category

ପ୍ରମୁଖ ଖବର

ଜୋ ବାଇଡେନଙ୍କୁ ବିଜେତା ଘୋଷଣା କଲା ଡିସିସନ ଡେସ୍କ

ୱାଶିଂଟନ : ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଜୋ ବାଇଡେନ। ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକାର ଗୋଟିଏ ପ୍ରସିଦ୍ଧ ଆଉଟ ଲେଟ ଏଭଳି ଘୋଷଣା କରିଛି। ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ସେବେଠାରୁ ଭୋଟ ଗଣତି ଜାରି ରହିଛି। ଗଣତିରୁ ସ୍ପଷ୍ଟ
Read More...

ଚିନ୍ତା ବଢାଉଛି ଖୋର୍ଦ୍ଧା : ୩ ଲକ୍ଷ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ​​‌ ମଧ୍ୟ ଏହା ୩ ଲକ୍ଷ ଅତିକ୍ରମ କରିଛି। ଶନିବାର ଆଉ ୧୩୧୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦ ରେ ପହଞ୍ଚିଛି। ତେବେ ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣ କ୍ଷେତ୍ରରେ ଦିନକୁ ଦିନ ​ରେକର୍ଡ
Read More...

ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର

ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା
Read More...

ଆରୋଗ୍ୟ ହାର ୯୨.୪୧ ପ୍ରତିଶତ : ମୃତ୍ୟୁହାର ୧.୪୮%

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୨.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭୮ଲକ୍ଷରେ ପହଞ୍ଚିଛି। କ୍ରମାଗତଭାବେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା
Read More...

ଏମ୍‍ଏସ୍‍ଏମ୍‍ଇ ‘ଉଦ୍ୟମ’ରେ ପଞ୍ଜିକୃତ ହେଲେ ୧୧ ଲକ୍ଷରୁ ଅଧିକ ଉଦ୍ୟୋଗ

ନୂଆଦିଲ୍ଲୀ :  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଏମ୍‍ଏସ୍‍ଏମ୍‍ଇର ନୂତନ ଅନ୍‍ଲାଇନ୍‍ ବ୍ୟବସ୍ଥା ‘ଉଦ୍ୟମ’ ପୋର୍ଟାଲରେ ୧୧ ଲକ୍ଷରୁ ଊର୍ଦ୍ଧ୍ବ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସେମାନଙ୍କର ନାମ ପଞ୍ଜୀକୃତ କରିଛନ୍ତି। ଚଳିତବର୍ଷ ଜୁଲାଇ ପହିଲାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
Read More...

ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ କୁମାର ସିହ୍ନା

ନୂଆଦିଲ୍ଲୀ :  ଯଶବର୍ଦ୍ଧନ କୁମାର ସିହ୍ନା ଶନିବାର ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତିଭବନରେ ଶ୍ରୀ ସିହ୍ନାକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ ସିହ୍ନା ଗତବର୍ଷ ଜାନୁଆରୀ ଠାରୁ ସୂଚନା କମିସନର ଭାବେ
Read More...

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର

ଭୁବନେଶ୍ବର; ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ‌ପୂରଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି ।
Read More...

ବିଦ୍ୟାର୍ଥୀଙ୍କ ନବସୃଜନ ଦ୍ବାରା ଦେଶକୁ ମିଳିବ ନୂଆ ପରିଚୟ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଇଆଇଟି ଦିଲ୍ଲୀର ୫୧ ତମ ସମାବର୍ତ୍ତନ ସମାରୋହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରଛାତ୍ରୀମାନେ ଆଗେଇ ଆସି ନବସୃଜନ ମାଧ୍ୟମ  ଦେଶ ପାଇଁ ନୂଆ ପରିଚୟ ସୃଷ୍ଟି
Read More...

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶନିବାର ଜଣାପଡ଼ିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବାଲେଶ୍ୱର ପୁଲିସର ମିଳିତ ଚଢାଉ ବେଳେ
Read More...

୭ ରାଜ୍ୟରେ ବାଣଫୁଟା ନିଷିଦ୍ଧ

ନୂଆଦିଲ୍ଲୀ  : ଓଡ଼ିଶା ଓ ରାଜସ୍ଥାନ ପରେ ଦିଲ୍ଲୀ ସମେତ ଗୋଟିଏ ପରେ ଗୋଟିଏ ରାଜ୍ୟ ଦୀପାବଳିରେ ଆତସବାଜି ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଚାଲିଛନ୍ତି। କରୋନା ସଂକ୍ରମଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଗୁରୁବାର ଦିଲ୍ଲୀ ସରକାର ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଧାଦେଶ
Read More...