Browsing Category

ପ୍ରମୁଖ ଖବର

ସଙ୍କଟରେ ଓଡ଼ିଶା ଅର୍ଥନୀତି

ଭୁବନେଶ୍ବର : କୋଭିଡ଼ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଓଡ଼ିଶାର ଅର୍ଥନୀତି ଯେଉଁ ଗତିରେ ଆଗକୁ ବଢ଼ୁଥିଲା ସେଥିରେ ଅଙ୍କୁଶ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବିକାଶର ଯେଉଁ ଯୋଜନା ତିଆରି କରିଥିଲେ ତାହା ନିଷ୍ଫଳ ହୋଇଛି। ଏପରିକି ୨୦୧୯-୨୦ ଆର୍ଥିକ ବର୍ଷରେ…
Read More...

ପୁଣି ବଢିଲା ସଂକ୍ରମଣ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୫୩,୬୫୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୫୩,୬୫୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟ​ରେ ଆଉ ୪୫,୯୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୯୦ଜଣଙ୍କ…
Read More...

ରାଜ୍ୟରେ କରୋନାରେ ଗଲା ୧୬ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚି ଯାଇଛି।
Read More...

ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଆକ୍ରାନ୍ତ ଚିହ୍ନଟ…
Read More...

ଭର୍ଚୁଆଲ୍ ଶୁଣାଣିର ଅନଧିକୃତ ଭାବେ ଭିଡିଓ ଲିଙ୍କ ବାହାରକୁ ଦେବା ନେଇ ତାଗିଦ କଲେ ସୁପ୍ରିମକୋର୍ଟ

ଅନଧିକୃତ ଭାବେ ବା ବିନା ଅନୁମତିରେ ଭର୍ଚୁଆଲ୍ କୋର୍ଟ ଶୁଣାଣିର ଭିଡିଓ କନଫରେନ୍ସ ଲିଙ୍କ ଅନ୍ୟକୁ ଦେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ତାଲିକାଭୁକ୍ତ ଆଇନଜୀବୀମାନଙ୍କୁ ତାଗିଦ କରିଛନ୍ତି। ଏହାର ପ୍ରତିକୂଳ ପରିଣାମ ସମ୍ପର୍କରେ ତାଲିକାଭୁକ୍ତ ଆଇନଜୀବୀ ଏବଂ ବ୍ୟକ୍ତିଗତ ଆବେଦନକାରୀଙ୍କୁ…
Read More...

ହ୍ବାଟସ୍ ଆପ ଲଞ୍ଚ କଲା ହ୍ବାଟସ୍ ଆପ୍- ପେ, ଜାଣନ୍ତୁ ଏହାର ବ୍ୟବହାର ….

ନୂଆଦିଲ୍ଲୀ: ହ୍ବାଟସ୍ ଆପ୍ ପେମେଣ୍ଟ ଫିଚର ଭାରତରେ ହ୍ବାଟସ୍ ଆପ୍ ଦ୍ୱାରା ଲଞ୍ଚ କରାଯାଇଛି। ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ଟଙ୍କା ପଠାଇବା ଏବଂ ଗ୍ରହଣ କରିବା ପାଇଁ ହ୍ବାଟସ୍ ଆପରେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଅନେକ ଲୋକ ହ୍ବାଟସ୍ ଆପ୍ ପେ ମଧ୍ୟ ଆରମ୍ଭ କରିଛନ୍ତି,…
Read More...

ବିମୁଦ୍ରିକରଣକୁ ପୁରିଲା ୪ ବର୍ଷ, ଏବେ କେଉଁଠି ଦେଶର ଅର୍ଥନୀତି

ଚାରି ବର୍ଷ ପୂର୍ବେ ଏହି ଦିନ ଅର୍ଥାତ ୨୦୧୬ ମସିହା ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମରେ ୫୦୦ ଓ ୧୦୦୦ ଟଙ୍କା ମୂଲ୍ୟର ନୋଟ୍ ମଧ୍ୟରାତ୍ରି ସୁଦ୍ଧା ଅବୈଧ ହୋଇଯିବା ନେଇ ଘୋଷଣା କରିଥିଲେ। ଦେଶରେ କଳା ଟଙ୍କା କାରବାର ବନ୍ଦ କରିବା ଲକ୍ଷ୍ୟରେ ଏହି ଘୋଷଣା ହେବା…
Read More...

ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ରଚିଲେ ଇତିହାସ

ୱାଶିଂଟନ୍: ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି କମଲା ହାରିସ୍। ଖାଲି ପ୍ରଥମ ମହିଳା ଉପରାଷ୍ଟ୍ରପତି ନୁହେଁ, ପ୍ରଥମ ଆଙ୍ଗଲୋ ଆମେରିକାନ୍ ମହିଳା ଏବଂ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ଆମେରିକାର ଦ୍ୱିତୀୟ…
Read More...

୬୧କିଲୋ ଗଞ୍ଜେଇ ଜବତ, ୩ ଅଟକ

ରସଗୋବିନ୍ଦପୁର: ମୟୁରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ପୁଲିସ ଦ୍ୱାରା ୬୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ଜଡିତ ଥିବା ୩ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଯାଇ ତଦନ୍ତ ଚଳାଇଛି ପୁଲିସ। ଅଟକ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ହେଲେ ରୁପ୍ସା ଥାନା ଜାମୁନିଆ ଗାଁର ଚତୃଭୂଜ ବିଶ୍ୱାଳଙ୍କ…
Read More...

ଜୋ ବାଇଡେନ, କମଲା ହାରିସଙ୍କୁ ଶଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି…
Read More...