Browsing Category

ପ୍ରମୁଖ ଖବର

+୨ ବଳକା ସିଟ୍‌ ପାଇଁ ୫ରୁ ଆବେଦନ : ୨୩ରେ ମେଧା ତାଲିକା, ୨୪ରୁ ୨୭ ନାମଲେଖା

ଭୁବନେଶ୍ବର : ଯୁକ୍ତଦୁଇ ପାଠ୍ୟକ୍ରମ ପାଇଁ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜରିଆରେ ନିୟମାବଳୀ ଜାରି କରାଯାଇଛି। ପାଠ୍ୟକ୍ରମର ୨ ପର୍ଯ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍‌ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ୫ରୁ ୧୯ ତାରିଖ
Read More...

ଦୁଇ ଦିନିଆ ନେପାଳ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ

ନୂଆଦିଲ୍ଲୀ: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ବୁଧବାର ଦୁଇ ଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଗତ କିଛି ମାସ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଛି। ଏଭଳି ପରିସ୍ଥିତିରେ ଭାରତୀୟ ସେନା ମୁଖ୍ୟଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।ନେପାଳ ଗସ୍ତରେ ଜେନେରାଲ
Read More...

ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଦିନ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ  ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ । ପୂର୍ବଥର
Read More...

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଲା ପୁଲିସ

ମୁମ୍ବଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୁଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବଇ
Read More...

ଦେଶରେ ନୂଆ ଆକ୍ରାନ୍ତ ୪୬,୨୫୪

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୪୬,୨୫୪ ନୂଆ କରୋନା ପଜିଟିଭ ଚିହ୍ନ ହୋଇଥିବା ବେଳେ ୫୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି। ଏହାସହ ମୋଟ
Read More...

ରାଜ୍ୟରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ହେବ କରୋନା ଆକ୍ରାଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୫୫ ଓ ୬୧୯ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ
Read More...

ମିରାଜ ଯୁଦ୍ଧ ବିମାନର ଭୟଙ୍କର ଏୟାର ଷ୍ଟ୍ରାଇକ, ୫୦ ଆତଙ୍କବାଦୀ ସଫା

ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ଫ୍ରାନ୍ସ। ଫ୍ରାନ୍ସର ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଅଲକାଏଦାର ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଫ୍ରାନ୍ସ ବାୟୁସେନା ମିରାଜ ଯୁଦ୍ଧ ବିମାନ ଓ ଡ୍ରୋନର
Read More...

ଗୁପ୍ତଧନ ସନ୍ଧାନରେ ତନ୍ତ୍ର ସାଧନା କରୁଥିଲେ

ଧର୍ମଗଡ : ଗୁପ୍ତଧନ ପାଇବା ପାଇଁ ଗାଁ ମୁଣ୍ଡରେ ଚାଲିଥିଲା ତନ୍ତ୍ର ସାଧନା। ଗ୍ରାମବାସୀ ମିଳିତ ଭାବରେ ଚଢଉ କରି ୨ ଜଣଙ୍କୁ କାବୁ କରିଥିବା ବେଳେ  ଘଟଣାସ୍ଥଳରୁ ୭ ଜଣ ଫେରାର ହୋଇଯାଇଛନ୍ତି। ଅଟକ ଦୁଇ ଜଣ ହେଲେ ଯୋଗେଶ୍ୱର ବଚ୍ଛା ଓ ଶରତ ଖରସେଲ। ଆଜି ସକାଳେ ଧର୍ମଗଡ ପୁଲିସ୍‌ ଘଟଣାସ୍ଥଳରେ
Read More...

ବାଲେଶ୍ୱରରେ ୫୪.୮୫% ଓ ତିର୍ତ୍ତୋଲରେ ୫୫.୨୩% ମତଦାନ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଭୋଟଗ୍ରହଣ ଜାରି ରହିଛି। ଦିନ ୩ଟା ସୁଦ୍ଧା ହାରାହାରି ୫୫.୦୪% ମତଦାନ ହୋଇଛି। ବାଲେଶ୍ୱରରେ ଦିନ ୩ଟା ସୁଦ୍ଧା ୫୪.୮୫% ଓ ତିର୍ତ୍ତୋଲରେ ଦିନ ୩ଟା ସୁଦ୍ଧା ୫୫.୨୩% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ
Read More...

ଜଣଙ୍କୁ ପଚରାଉଚରା ବେଳେ ଧରାପଡ଼ିଗଲା ଗ୍ୟାଙ୍ଗ; ୨୨ ଗାଡ଼ି ଜବତ, ୫ ଗିରଫ

କଟକ : ଏକ ବାଇକ୍ ଚୋରି ମାମଲାରେ ଜଣଙ୍କୁ ଧରି ପଚରାଉଚରା କରିବାରୁ ଧରାପଡ଼ିଲା ପୁରା ଗ୍ୟାଙ୍ଗ। ଶେଷରେ ୨୨ଟି ଗାଡ଼ି ଜବତ ସହ ଏହି ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଏହିପରି ଭାବେ ଏକ ଆନ୍ତଃ ଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରିଛି କଟକ ବାଦାମବାଡି ଥାନା ପୁଲିସ୍‌।
Read More...