ଗୁପ୍ତଧନ ସନ୍ଧାନରେ ତନ୍ତ୍ର ସାଧନା କରୁଥିଲେ
ଧର୍ମଗଡ : ଗୁପ୍ତଧନ ପାଇବା ପାଇଁ ଗାଁ ମୁଣ୍ଡରେ ଚାଲିଥିଲା ତନ୍ତ୍ର ସାଧନା। ଗ୍ରାମବାସୀ ମିଳିତ ଭାବରେ ଚଢଉ କରି ୨ ଜଣଙ୍କୁ କାବୁ କରିଥିବା ବେଳେ ଘଟଣାସ୍ଥଳରୁ ୭ ଜଣ ଫେରାର ହୋଇଯାଇଛନ୍ତି। ଅଟକ ଦୁଇ ଜଣ ହେଲେ ଯୋଗେଶ୍ୱର ବଚ୍ଛା ଓ ଶରତ ଖରସେଲ। ଆଜି ସକାଳେ ଧର୍ମଗଡ ପୁଲିସ୍ ଘଟଣାସ୍ଥଳରେ!-->…
Read More...
Read More...