Browsing Category

ପ୍ରମୁଖ ଖବର

କଟକ ବଡ ଡାକ୍ତରଖାନାରେ ଅନ୍ଧାରୀ ଚିକିତ୍ସା !

କଟକ: ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ୍ କଲେଜ୍ (ଏସିବି) ରାଜ୍ୟ ସରକାର ବିଶ୍ୱସ୍ତରୀୟ ହସ୍ପିଟାଲ୍‌ରେ ପରିଣତ କରିବା ପାଇଁ ଯୋଜନା ଜାରୀ ରଖିଥିଲା ବେଳେ ଏବେ ମେଡିକାଲରେ ଅନ୍ଧାରୀ ଚିକିତ୍ସା ଭଳି ଉଦବେଗଜନକ ଘଟଣା ଲୋକ ଲୋଚନକୁ ଆସିଛି । ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଆଲୁଅରେ ଡାକ୍ତର
Read More...

୫ରେ ପେଗାସସ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ୍ ପେଗାସସ୍ ମାମଲାର ଶୁଣାଣୀ ଆସନ୍ତା ୫ତାରିଖ ଗୁରୁବାର ଦିନ ସୁପ୍ରିମକୋର୍ଟରେ ହେବ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶ୍ରୀ ଏନ୍‌. ଭି ରମଣାଙ୍କ ନେତୃତ୍ୱରେ ଏକ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣୀ କରିବେ । ସୂଚନା ଯୋଗ୍ୟ ଯେ, ପେଗାସସ୍ ଗୁଇନ୍ଦାଗିରି
Read More...

ବନ୍ଧା ହେଲା କୋଟିପତି ପିଏସ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ତାଙ୍କର ଜାମୀନ ଆବେଦନ ଅଗ୍ରାହ୍ୟ ହେବାକୁ ତାଙ୍କୁ
Read More...

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର : ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ ଚାଲିଥିବା ଟିକାକରଣ ଅଭିଯାନରେ ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା କୁହାଯାଇଛି । ତେବେ ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରଖିଥିବା ଲକ୍ଷ୍ୟ ପୂରଣ ହୋଇଥିବା
Read More...

ରାଜ୍ୟରେ ସାର ସଂକଟ : କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପାଇଁ ନିର୍ଦ୍ଧାରିତ ମାସିକ ସାର ଆବଣ୍ଟନ ଠାରୁ ଚଳିତ ଖରଫ୍‌ଋତୁରେ ନିଅଣ୍ଟିଆ ସାର ଯୋଗାଣ ଯୋଗୁଁ ରାଜ୍ୟରେ ସାର ସଙ୍କଟ ସୃଷ୍ଟି ହୋଇଥିଲା ବେଳେ ତୁରନ୍ତ ରାଜ୍ୟକୁ ଆବଶ୍ୟକ ସାର ଯୋଗାଇ ଦେବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ
Read More...

ଟ୍ୱିନ୍‌ସିଟି ଓ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍

* ଏଣିକି ସକାଳ ୬ରୁ ରାତି ୮ ଦୋକାନ ଖୋଲା * ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ବଳବତର * ରାତି ୮ଟାରୁ ସକାଳ ୬ ନାଇଟ୍ କର୍ଫ୍ୟୁ * ଖୋଲିବ ହଲ୍‌, ମଲ୍‌, ପାର୍କ ଓ ରେଷ୍ଟୁରାଁ * ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା * ପ୍ରଦର୍ଶନୀ ମେଳାକୁ ନାଁ *
Read More...

ଅଗଷ୍ଟ ୨ରୁ ଉଚ୍ଚନ୍ୟାୟାଳୟରେ ହାଇବ୍ରିଡ ମୋଡ୍‌ରେ ଶୁଣାଣି

କଟକ: ଅଗଷ୍ଟ ୨ ତାରିଖରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍‌ରେ ମାମଲା ଶୁଣାଣି ହେବ । ଉଭୟ ଭର୍ଚୁଆଲ୍ (ଆଭାସି) ଓ ବ୍ୟକ୍ତିଗତ ଉପସ୍ଥିତି ରହି (ଫିଜିକାଲ) ବ୍ୟବସ୍ଥାରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏ ନେଇ ଉଚ୍ଚନ୍ୟାୟାଳୟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ
Read More...

ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇ ମହିଳା ହକି କ୍ୱାର୍ଟର-ଫାଇନାଲ୍‌ରେ

ଟୋକିଓ: ଶନିବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ ଆଫ୍ରିକାକୁ ୪-୩ରେ ପରାସ୍ତ କରି କ୍ୱାର୍ଟର-ଫାଇନାଲ୍ ସ୍ତରକୁ ଆସିଛି । ଏହି ମ୍ୟାଚ୍‌ରେ ଭାରତର ବନ୍ଦନା କାଟାରିୟା ମଧ୍ୟ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ମ୍ୟାଚ୍ ଫଳାଫଳ ଯାହା
Read More...

ଭୁବନେଶ୍ୱରରେ ୫ଶହ ଡେଇଁଲା ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ଶହ ଡେଇଁ ଯାଇଛି । ଗତକାଲି ୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୩ରୁ ବଢ଼ି ୫୦୫ରେ ପହଞ୍ଚିଛି । ଏହା କେବଳ
Read More...

ଦେଶରେ ୪୧,୬୪୯ ସଂକ୍ରମିତ : ୫୯୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୧ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ
Read More...