କରୋନା ନସୁରୁଣୁ ଡେଙ୍ଗୁ ମାଡ : ଗୋଟିଏ ଦିନରେ ୫୦ ଆକ୍ରାନ୍ତ
ଭୁବନେଶ୍ୱର: କରୋନା ଜନିତ ସଂକ୍ରମଣ କାବୁ ହେଉନଥିବା ବେଳେ ସେପଟେ ଡେଙ୍ଗୁ ଭୁବନେଶ୍ୱର ମହାନଗର ନିଗମରେ ଚିନ୍ତା ବଢାଇ ଦେଇଛି । ଏହାର କିଭଳି ମୁକାବିଲା କରାଯିବ ଦାୟିତ୍ୱରେ ଥିବା ଅଧିକାରୀମାନେ ଓରଟର ପାଉନାହାଁନ୍ତି । ପ୍ରତିଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବା ନେଇ!-->…
Read More...
Read More...