Browsing Category

ପ୍ରମୁଖ ଖବର

ପଞ୍ଜାବୀ ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା ପୁରସ୍କାର

ଚଣ୍ଡିଗଡ: ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ପଞ୍ଜାବ ସରକାର ଆଜି ନଗଦ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ଜର୍ମାନିକୁ ପରାସ୍ତ କରି ଭାରତ କାଂସ୍ୟପଦକ ହାସଲ କରିଛି । ଭାରତୀୟ ହକି ଟିମ୍‌ରେ
Read More...

ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

ଟୋକିଓ : ଦିର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ସୃଷ୍ଟି କରିଛି । ଜର୍ମାନ୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୮୦ ମସିହାରେ ଶେଷ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଆଜି
Read More...

ରାଜ୍ୟସଭାରେ ହଟଗୋଳ: ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଆଜି ପ୍ରଥମରୁ ହଟଗୋଳ ଦେଖି୍‌ବାକୁ ମିଳିଥିଲା । ରାଜ୍ୟସଭାପତିଙ୍କ ବାରମ୍ବାର ନିବେଦନ ସତ୍ୱେ ପରିସ୍ଥିତିରେ ସୁଧାର ନଆସିବାରୁ ଗୃହକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଟିଏମ୍‌ସିର ୬ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ
Read More...

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍ ସୂଚନା ବ୍ୟବସ୍ଥା

ଡେରାଡୁନ: ଭୂକମ୍ପ ଜନିତ କ୍ଷୟକ୍ଷତି ବିଶେଷକରି ମୃତାହତକୁ ଏଣିକି କମାଯାଇପାରିବ । ବିକଶିତ ଦେଶରେ ବ୍ୟବହାର ହେଉଥିବା ଭୂକମ୍ପ ପ୍ରାର୍କ ସୂଚନା କେନ୍ଦ୍ର ଆଧାରରେ ଦେଶରେ ପ୍ରଥମ କରି ବ୍ୟବହୃତ ମେସିନ୍‌କୁ ସ୍ଥାପନ କରାଯାଇଛି । ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ଏହି ପ୍ରଥମ ଭୂକମ୍ପ
Read More...

ହଟିଲା କଟକଣା: ଓଡ଼ିଶା ଆସିବାକୁ ଦରକାର ନାହିଁ କରୋନା ରିପୋର୍ଟ

ଭୁବନେଶ୍ୱର: ବ୍ୟାପକ ପଦକ୍ଷେପ ଓ ସେଚତନତା ପରେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ବୁଧବାର ସରକାର ଏକ ବଡ ଘୋଷଣା କରିଛନ୍ତି । ତଦନୁଯାୟୀ ଏଣିକି କେହି ଓଡିଶା ଆସିବାକୁ ହେଲେ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦାଖଲ
Read More...

ଲଭଲିନା ଜିତିଲେ କାଂସ୍ୟ : ଅଲମ୍ପିକ୍ ପଦକ ସଂଖ୍ୟା ୩କୁ ବୃଦ୍ଧି

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି । ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି
Read More...

ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସୂଚନା ମୁତାବକ ଭାରତୀୟ ରେସଲର
Read More...

୯ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ସହ ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । କରୋନା ମହାମାରୀ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଏବେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୈଷୟିକ
Read More...

ସମଗ୍ର ବିଶ୍ୱରେ ୨୦ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ‘ୱାର୍ଲଡୋମିଟର’ରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସମଗ୍ର ବିଶ୍ୱରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦,୨୬୪,୩୫୬ରେ ପହଞ୍ଚିଛି । ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୩୬,୦୪୯,୦୧୫ଜଣ ବ୍ୟକ୍ତି
Read More...

ଦେଶରେ ୪୨,୬୨୫ ସଂକ୍ରମିତ, ୫୬୨ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌?ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ
Read More...