ରାଜଧାନୀରେ ସାଇବର ଥାନା ଉଦ୍ଘାଟିତ
ଭୁବନେଶ୍ୱର : ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି। ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍ଘାଟନ କରିଛନ୍ତି ପୁଲିସ ଡିଜି ଅଭୟ। ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି। କଟକରେ ଥିବା ସାଇବର ଥାନା ମଧ୍ୟ!-->…
Read More...
Read More...