Browsing Category

ପ୍ରମୁଖ ଖବର

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ରବିବାରଠୁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ମହାମାରୀ କରୋନା ପାଇଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା।  ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କୁ ଶିମିଳିପାଳ ବୁଲିବା ପାଇଁ ଅନୁମତି ମିଳିଛି। ଏଣିକି ପର୍ଯ୍ୟଟକମାନେ କୋଭିଡ କଟକଣା ମଧ୍ୟରେ…
Read More...

ବିରୋଧୀ ଦଳ ଉପରେ ଗର୍ଜିଲେ ମୋଦୀ

ଛପରା : ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଲାଲୁଙ୍କ ଗଡ଼ ଛପରାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହା ପରେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସାମସ୍ତିପୁରରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ସେ…
Read More...

କରୋନା ସଂକ୍ରମିତ ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କ ପରଲୋକ

ଚେନ୍ନଇ : କରୋନାରେ ସଂକ୍ରମିତ ହୋଇଥିବା ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କର ଚେନ୍ନଇର କାବେରୀ ହସ୍ପିଟାଲରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ପାପାନାସାମ…
Read More...

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ସହ ଗୋଟିଏ ଗାଡି ଜବତ

ଲମତାପୁଟ: : କୋରାପୁଟ ଜିଲା ଦୁଇ ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ ହୋଇଥିବା ରବିବାର ଜଣାପଡିଛି। କୋରାପୁଟ-ମାଲକାନଗିରି ସୀମା ହନୁମାଳରୁ ୮ କ୍ୱିଣ୍ଟାଲ ୧୨ କେଜି ଗଞ୍ଜେଇ ଜବତ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ , ଗୋଟିଏ କି ଦୁଇଟି ବସ୍ତା ନୁହେ ପାଖାପାଖି ୪୦ ଗୋଟି ଗଞ୍ଜେଇ…
Read More...

ଇଂଲଣ୍ଡକୁ ଫେରିଲା ଲକଡାଉନ

ଲଣ୍ଡନ: ବିଶ୍ବରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ବ୍ୟାପିବାରେ ଲାଗିଛି। ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ…
Read More...

ମହଙ୍ଗା ହେବ ରେଳ ପ୍ଲାଟଫର୍ମ ଟିକଟ

ନୂଆଦିଲ୍ଲୀ: କେବଳ ରେଳଯାତ୍ରା ନୁହେଁ କୌଣସି ସମୟରେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୨ଗୁଣ କରିବ। ଯୋଜନାନୁଯାୟୀ, ଆସନ୍ତା ମାସରେ ରେଳବାଇ ଏହାର ପ୍ଲାଟଫର୍ମ ଟିକଟ ମୂଲ୍ୟ ବର୍ତ୍ତମାନର ୧୦ ଟଙ୍କାରୁ ୨୦ ଟଙ୍କାକୁ…
Read More...

ମିଳିଲାନି ଚାକିରି; ଏବେ ଗୋ-ସେବା

ନୀଳଗିରି: ପ୍ରାୟ ଛାତ୍ରଛାତ୍ରୀଙ୍କ ଇଛା ଥାଏ ଉଚ୍ଚ ଶିକ୍ଷା ଲାଭ କରି ଚାକିରି ଖଣ୍ଡେ କରିବାକୁ। ଆଉ କେଉଁଠି ଚାକିରି ପଛରେ ଦୌଡ଼ି ଶେଷରେ ଗରିବ ମେଧାବୀ ଛାତ୍ରମାନେ ଛୋଟମୋଟ ବେପାର ଆରମ୍ଭ କରୁଛନ୍ତି; କିନ୍ତୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ଏମିତି ଏକ ଗାଁ ଅଛି; ଯେଉଁଠି ଜଣେ କି…
Read More...

କୂଅରେ ଖସି ପଡ଼ିଲା ଛୁଆ ହାତୀ

ସମ୍ବଲପୁର: ପରିତ୍ତ୍ୟକ୍ତ କୂଅରେ ଖସି ପଡ଼ିଲା ହାତୀ। ବନବିଭାଗ ଏବଂ ଅଗ୍ନିଶମ ସହାୟତାରେ ଶେଷରେ ହାତୀକୁ ଉଦ୍ଧାର କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଅଞ୍ଚଳରେ। ଏକ ହାତୀ ପଲ ଧାନ ଖାଇବାକୁ ଆସିଥିଲା ବେଳେ ଏକ ଛୋଟ ହାତୀ କୂଅ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୩୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ…
Read More...

ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଛି। ୨,୭୫,୭୪୯ ସୁସ୍ଥ ହୋଇ ଘରକୁ…
Read More...