Browsing Category

ପ୍ରମୁଖ ଖବର

ଦେଶରେ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୪୬ ହଜାର ୯୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧  ଲକ୍ଷ ୮୪ହଜାର ୦୮୨…
Read More...

‘ନିଷ୍ପତ୍ତି ହୋଇନି, ମନ୍ଦିର ଖୋଲିବା ପୂର୍ବରୁ ଆଲୋଚନା କରିବୁ’

ଭୁବନେଶ୍ୱର : ଧର୍ମାନୁଷ୍ଠାନ ଖୋଲିବା ଦାବି ଜୋର ଧରିବା ପରେ ରାଜ୍ୟ ସରକାର ଅନ୍‌ଲକ୍‌-୬ରେ ଏନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସରକାର ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ସବୁ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛନ୍ତି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର…
Read More...

ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ

ନୂଆଦିଲ୍ଲୀ : ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ। ୧୯୧୭ ମସିହା, ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ, ଉତ୍ତର ପ୍ରଦେଶର ଆନନ୍ଦ ଭବନରେ ଇନ୍ଦିରା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଝିଅ…
Read More...

ରାଷ୍ଟ୍ରୀୟ ଏକତା ଦିବସ ; ବିବିଧତାରେ ଏକତା ଆମର ପରିଚୟ- ମୋଦୀ

ଗୁଜରାଟ : ଆଜି ରାଷ୍ଟ୍ରୀୟ ଏକତା ଦିବସ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଗୁଜରାଟର କେୱଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ମୋଦୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡରେ ସାମିଲ ହୋଇଛନ୍ତି। ଏହାସହ ଏହି ଅବସରରେ ମୋଦୀ ଉଦବୋଧନ…
Read More...

ନଭେମ୍ବର ୧୬ରୁ ସ୍କୁଲ ଯିବେ ୪ଟି ଶ୍ରେଣୀ ପିଲା

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସବୁ ଶିକ୍ଷାନୁଷ୍ଠାନ। ଅନ୍‌ଲକ୍‌-୬ରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ ରହିବ।…
Read More...

ତୁର୍କୀ ଓ ଗ୍ରୀସରେ ଭୂ-କମ୍ପ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଇଷ୍ଟାବୁଲ୍‍ : ତୁର୍କୀ ଓ ଗ୍ରୀସରେ ହୋଇଥିବା ବଡ ଧରଣର ଭୂମିକମ୍ପ ଓ ସୁନାମିରେ ବହୁ ଧନଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଗ୍ରୀସରେ ସୁନାମି ଆସିଥିବା ହେତୁ ତୁର୍କୀରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଏବେ ସୁଦ୍ଧା ଏଥିରେ ପ୍ରାୟ ମୃତ୍ୟୁ ସଂଖ୍ୟା୧୭କୁ ବୃଦ୍ଧି ପାଇଥିବା ବେଳେ ୭୦୯ ଆହତ…
Read More...

ଅନ୍‌ଲକ୍-୬.୦ ପାଇଁ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍ ଜାରି

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬.୦ ବା ନଭେମ୍ବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ…
Read More...

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶନିବାର କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି। ଆଜି ୧୨ ମୃତକଙ୍କ ମଧ୍ୟରୁ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ୨ ଜଣ, ଗଞ୍ଜାମ,…
Read More...

ରାଜ୍ୟରୁ ଆଉ ୧୪୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶନିବାର ଆଉ ୧୪୭୦  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୧୭ ଜଣ ସ୍ଥାନୀୟ…
Read More...

ଆଜି କୁଆଁର ପୂନେଇଁ ଚାନ୍ଦବନ୍ଦାଣକୁ ଆଞ୍ଜୁଳିଟେକା

ଭୁବନେଶ୍ବର/ଉତ୍ତରଭୁବନେଶ୍ବର: ଶନିବାର କୁଆଁର ପୂନେଇଁ । ସବୁ ପୂର୍ଣ୍ଣମୀଠାରୁ ଏହା ନିଆରା ଏଇଠି ସରିବ କୁମାରୀ କନ୍ୟାଙ୍କ ପର୍ବ । ପୂର୍ବରୁ ଭାଦ୍ରବରେ ଭାଲୁକୁଣୀ ପୂଜା ଯାଇଛି । ଶରତ ପୂର୍ଣ୍ଣମୀରେ ଚାନ୍ଦ ବନ୍ଦାଣ ଓ ଚଉରାମୂଳେ ଆଞ୍ଜୁଳି ଟେକି ଆଶ୍ବିନ ପର୍ବକୁ ଉଦ୍‌ଯାପନ କରିବେ କୁଆଁରୀ…
Read More...