Browsing Category

ପ୍ରମୁଖ ଖବର

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯିବା ସହ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ଦିବସ ଅବସରରେ ପରେଡରେ ଅଂଶ ଗ୍ରହଣ…
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ

ନୂଆଦିଲ୍ଳୀ : ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ।  ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ସର୍ଦ୍ଦାର ପଟେଲ ନିଜ ଜୀବନକୁ ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗ କରିଥିଲେ ।…
Read More...

ଯାତନା ଦେଉଛି ସ୍ମାର୍ଟସିଟି-୨: ସହିଦନଗର ସାରା ଖାଲ

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା…
Read More...

ସାମ୍ବାଦିକ ଭୂମିକାରେ ନଜର ଆସିବେ ଶାହରୁଖ

ମୁମ୍ବଇ : ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖ ଖାନ୍‍ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଟିଭି ସାମ୍ବାଦିକ ଭୂମିକାରେ ଦେଖାଦେବେ । ସବୁଠାରୁ ମଜାଦାର ଖବର ହେଉଛି ଏହି ଚଳଚ୍ଚିତ୍ରଟି ବଲିଉଡର ଜଣାଶୁଣା ମୁହଁ ଆର ମାଧବନଙ୍କ…
Read More...

କୋଟିଆ ପରେ ନାରାୟଣପାଟଣା, ଆନ୍ଧ୍ର ନେଇଗଲା ଓଡ଼ିଶା ଜମି !

ନାରାୟଣପାଟଣା: କେତେବେଳେ ପାଣି ତ’ କେତେବେଳେ ଜମି; ଆଉ କେତେବେଳେ ଡ୍ୟାମ୍‌ କରି ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ ବୁଡାଇବାକୁ ବସିଲେଣି ପଡୋଶୀ ରାଜ୍ୟ। ଓଡ଼ିଶା ପ୍ରଶାସନ ଏଥିପ୍ରତି ସତର୍କ ନ ରହିବା ଏବଂ ଉଭୟ ରାଜ୍ୟ ମଧ୍ୟ ମିଳିତ ସର୍ଭେ କରି ଜମି ଚିହ୍ନଟ ନ କରିବାର ସାଙ୍ଘାତିକ ଅଭିଯୋଗ ଏବେ…
Read More...

ସବୁ କୁଳପତିଙ୍କୁ ୟୁଜିସିର ନିର୍ଦେଶ ; ୩୧ରେ ଶିକ୍ଷାନୁଷ୍ଠାନରେ ପାଳନ କର ‘ରାଷ୍ଟ୍ରୀୟ ଏକତା ଦିବସ’

ଭୁବନେଶ୍ବର:ଆସନ୍ତା ୩୧ ତାରିଖରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ। ଶିକ୍ଷାନୁଷ୍ଠାନରେ ଏହି ଦିବସକୁ ପାଳନ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଛି। ୟଜିସି ସଚିବ ପ୍ରଫେସର…
Read More...

ଆଇପିଏଲ ବେଟିଂ; ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ କଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ଆଇପିଏଲ ବେଟିଂ ଚଳାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବ୍ରହ୍ମପୁର ପୁଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି । ସେମାନଙ୍କଠାରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ୨ ଜଣ ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର…
Read More...

ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟରେ ପହଞ୍ଚିଛନ୍ତି। ସେ ଦୁଇ ଦିନ ଗୁଜରାଟରେ ରହିବେ। ପ୍ରଧାନମନ୍ତ୍ରୀ ଗୁଜରାଟରେ ପହଞ୍ଚି ଗତକାଲି(ଗୁରୁବାର) ମୃତ୍ୟୁବରଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମିଳିଥିବା…
Read More...

ରାଜ୍ୟରୁ ଆଉ ୧୫୪୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୫୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୫୬ ଜଣ…
Read More...

ପୁରୀରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ପୁରୀ : ଆଜି ହେଉଛି ବିଶ୍ୱ ମିତବ୍ୟୟିତା ଦିବସ । ମିତବ୍ୟୟୀ ହୋଇ ସଞ୍ଚୟ କରିବା ନିମନ୍ତେ ଆଜିର ଦିନ ଦିଏ ବାର୍ତ୍ତା। ଏହି ଅବସରରେ ଏକ ସଚେତନତା ରଥକୁ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ନାଥଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...