ଦେଢ଼ କୋଟି ଟଙ୍କାର ଗଞ୍ଜେଇ ସହ ଗୋଟିଏ ଗାଡି ଜବତ
ଲମତାପୁଟ: : କୋରାପୁଟ ଜିଲା ଦୁଇ ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ ହୋଇଥିବା ରବିବାର ଜଣାପଡିଛି। କୋରାପୁଟ-ମାଲକାନଗିରି ସୀମା ହନୁମାଳରୁ ୮ କ୍ୱିଣ୍ଟାଲ ୧୨ କେଜି ଗଞ୍ଜେଇ ଜବତ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ , ଗୋଟିଏ କି ଦୁଇଟି ବସ୍ତା ନୁହେ ପାଖାପାଖି ୪୦ ଗୋଟି ଗଞ୍ଜେଇ!-->…
Read More...
Read More...