Browsing Category

ପ୍ରମୁଖ ଖବର

ଏଥର ହେବନି ଐତିହାସିକ କଟକ ବାଲିଯାତ୍ରା

କଟକ : କରୋନା ମହାମାରୀ ପାଇଁ ଆଉ ଏକ ବଡ଼ ମହୋତ୍ସବକୁ ବନ୍ଦ କରିଦିଆଯାଇଛି। ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା
Read More...

ଖସୁଛି ପାରଦ, ଆସୁଛି ଶୀତ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଦାୟ ନେବା ପରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଆକାଶ ନିର୍ମଳ ରହିବା ସହିତ ପାଗ ଶୁଖିଲା ରହିଛି। ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ସାରା
Read More...

ହ୍ରାସ ପାଉଛି ସଂକ୍ରମଣ; ୪୮ ହଜାର ୬୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି ସଂକ୍ରମଣ। ୨୪ ଘଣ୍ଟାରେ ୪୮ ହଜାର ୬୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୬୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ଲକ୍ଷ ୮୮ ହଜାର ୮୫୧କୁ
Read More...

ବିହାର ମୁଙ୍ଗେର ଗୁଳିକାଣ୍ଡ ଘଟଣା:ପଦରୁ ହଟିଲେ ଜିଲାପାଳ ଓ ଏସପି

ପାଟଣା : ବିହାରର ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡ ଓ ଗୁଳିକାଣ୍ଡକୁ ନେଇ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  ।ଦୁଇ ଦିନ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହିଂସା ଉପୁଜିଥିଲା । ଏହା ପରେ ପୁଲିସ ପକ୍ଷରୁ ହିଂସାକୁ
Read More...

୬୫ ବର୍ଷ ବୟସରେ ବାହା ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ହରିଶ ସାଲଭେ

ଲଣ୍ଡନ: ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ୬୫ ବର୍ଷ ବୟସରେ ସେ ଲଣ୍ଡନରେ ଦ୍ୱିତୀୟ ବିବାହ କରିଛନ୍ତି। ସେ ତାଙ୍କର ବନ୍ଧୁ ତଥା ୫୬ ବର୍ଷୀୟ କାରୋଲିନ ବ୍ରୋସାର୍ଡଙ୍କ ହାତ ଖ୍ରୀଷ୍ଟଧର୍ମ ଅନୁଯାୟୀ ଧରିଛନ୍ତି।
Read More...

ଯୁବକଙ୍କ ପ୍ରଶ୍ନ ବାଣରେ ଘାଇଲା ହେବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ

ବାଲେଶ୍ୱର : ବାଲେଶ୍ୱରରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ନେତା ପ୍ରଭାତ ବିଶ୍ୱାଳ ହଟହଟା ହୋଇଥିଲେ ।  ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବାଲେଶ୍ୱରର ୯ନମ୍ବର ଓ୍ୱାର୍ଡରେ ପ୍ରଭାତ ବିଶ୍ୱାଳ ସମ୍ବୋଧନ କରୁଥିଲେ। ପ୍ରଭାତ ମହିଳାମାନଙ୍କୁ  ନେଇ ଏକ ସଭା କରୁଥିବା ବେଳେ ଭୋଟର
Read More...

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଏଥର ୭ ଦିନ ଆଗରୁ ଧାନ କିଣା ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ
Read More...

ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ମେଲବର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ୧୮ ଜଣିଆ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଯୁବ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଦମଦାର ପ୍ରଦର୍ଶନ ବଳରେ ମୋଜେସ୍ ହେନରିକ୍ସ
Read More...

ଯୁଗ୍ମ ସଂସଦୀୟ କମିଟି ଆଗରେ କ୍ଷମା ମାଗିଲା ଟ୍ୱିଟର୍‌

ନୂଆଦିଲ୍ଲୀ: ଭାରତର ଜମ୍ମୁ-କଶ୍ମୀର ଓ ଲଦାଖର ଲେହକୁ ଚାଇନାର ଦର୍ଶାଇ ବିବାଦରେ ଫସିଥିବା ଟ୍ୱିଟର ଆଜି କ୍ଷମା ମାଗିଛି। ଭାରତର ଭୂଖଣ୍ଡକୁ ଟ୍ୱିଟର ଚାଇନାର ବୋଲି ଦର୍ଶାଇଥିବାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ
Read More...

ପ୍ରଦୂଷଣ ରୋକିବାକୁ ନୂଆ ଆଇନ : ଉଲ୍ଲଙ୍ଘନ କଲେ ୫ ବର୍ଷ ଜେଲ, କୋଟିଏ ଟଙ୍କା ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ
Read More...