Browsing Category

ପ୍ରମୁଖ ଖବର

ଉତ୍ତରପ୍ରଦେଶର ମିରଠରେ ବିସ୍ଫୋରଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିରଠରେ ଗୁରୁବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନେକ ଘରର ଛାତ ଉଡ଼ି ଯାଇଛି। ଯେଉଁ ଘରେ
Read More...

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧାରେ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଷଷ୍ଠ ରିଜର୍ଭ ବାଟାଲିଅନ୍ ନାଲିପଡ଼ା, ଅର୍ଜୁନପୁର କ୍ୟାମ୍ପସ୍ ଭିତରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ମିଳିବା ପରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ
Read More...

ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା ଲାଗି ଏନ୍ଇଇଟି ନିକଟରେ ଫେରାଦ ହେବେ…

ଲକ୍ଷ୍ନୌ: ଏନଇଇଟି (ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା)ରେ ଟପ୍ପର ପ୍ରସଙ୍ଗକୁ ନେଇ ବିବାଦରେ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୭୨୦ରୁ ୭୨୦ ନମ୍ବର ରଖିଥିବା ସତ୍ବେ ଏନଇଇଟି ପରୀକ୍ଷାଫଳ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ଆକାଂକ୍ଷା ସିଂହଙ୍କୁ ଯୁଗ୍ମ ପ୍ରଥମ ସ୍ଥାନରେ
Read More...

ରାଜ୍ୟରୁ ଆଉ ୧୬୧୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଗୁରୁବାର ଆଉ ୧୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୭ହଜାର ୯୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୭୬ ଜଣ ସ୍ଥାନୀୟ
Read More...

ଶଢ଼ିଗଲା ୮୦ ଲକ୍ଷ ଟଙ୍କାର ପିଆଜ, ୫ କୋଟିର ଶୀତଳଭଣ୍ଡାର ବେକାର

ଟିଟିଲାଗଡ଼ : ପିଆଜ ଉତ୍ପାଦନ କ୍ଷେତ୍ରରେ ମହାରାଷ୍ଟ୍ର ନାସିକ ଭଳି ଓଡ଼ିଶାରେ ଟିଟିଲାଗଡ଼ ଉପଖଣ୍ଡର ବିଶେଷ ଖ୍ୟାତି ରହିଛି। ଏହି ଉପଖଣ୍ଡର ସଇଁତଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଓ ଟିଟିଲାଗଡ଼ ସଦର ବ୍ଲକର ଚାଷୀ ପିଆଜ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହିତ ରେକର୍ଡ କରି
Read More...

୩୧ରେ ଓଜେଇଇ ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ପୂର୍ବବର୍ଷ ପରି ଚଳିତ ବର୍ଷ ଦକ୍ଷତା ବିକାଶ ଓ
Read More...

ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୯,୮୮୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ୫୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୨୦ ହଜାର ୫୨୭ରେ ପହଞ୍ଚିଛି। ମୋଟ
Read More...

ଦେଓଗାଁ ନିର୍ବାଚନ ମାମଲା; ନିରକ୍ଷରତା ପାଇଁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ

କେଶଦୁରାପାଳ : ଘସିପୁରା ବ୍ଲକ ଦେଓଗାଁ ପଂଚାୟତ ସରପଂଚଙ୍କ ବିରୋଧରେ ଦାୟର ଏକ ମାମଲାର ଶୁଣାଣି କରି ଆନନ୍ଦପୁର ସିଭିଲ କୋର୍ଟ ଜୁନିଅର ଡିଭିଜନ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ପଂଚାୟତର ନିର୍ବାଚିତ ସରପଂଚ ଅଶାନ୍ତି ବଳଙ୍କ ନିରକ୍ଷରତାକୁ ନେଇ ପରାଜିତ ପ୍ରାର୍ଥୀ ଅର୍ଚ୍ଚନା ରାଉତ
Read More...

ଗଭୀର ଅବପାତ ରୂପ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଆଜି ଗଭୀର ଅବପାତର ରୂପ ନେବ। ଅପରାହ୍ନ ସମୟରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ
Read More...

ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଗ୍ରୀନ କରିଡ଼ର

ଭୁବନେଶ୍ୱର : ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଶୁକ୍ରବାର ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଗ୍ରୀନ କରିଡ଼ର ହୋଇଛି। ପୁରୀର ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହେବାରୁ ଅଧିକ
Read More...