Browsing Category

ପ୍ରମୁଖ ଖବର

ଦେଓଗାଁ ନିର୍ବାଚନ ମାମଲା; ନିରକ୍ଷରତା ପାଇଁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ

କେଶଦୁରାପାଳ : ଘସିପୁରା ବ୍ଲକ ଦେଓଗାଁ ପଂଚାୟତ ସରପଂଚଙ୍କ ବିରୋଧରେ ଦାୟର ଏକ ମାମଲାର ଶୁଣାଣି କରି ଆନନ୍ଦପୁର ସିଭିଲ କୋର୍ଟ ଜୁନିଅର ଡିଭିଜନ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ପଂଚାୟତର ନିର୍ବାଚିତ ସରପଂଚ ଅଶାନ୍ତି ବଳଙ୍କ ନିରକ୍ଷରତାକୁ ନେଇ ପରାଜିତ ପ୍ରାର୍ଥୀ ଅର୍ଚ୍ଚନା ରାଉତ…
Read More...

ଗଭୀର ଅବପାତ ରୂପ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଆଜି ଗଭୀର ଅବପାତର ରୂପ ନେବ। ଅପରାହ୍ନ ସମୟରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ…
Read More...

ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଗ୍ରୀନ କରିଡ଼ର

ଭୁବନେଶ୍ୱର : ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଶୁକ୍ରବାର ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଗ୍ରୀନ କରିଡ଼ର ହୋଇଛି। ପୁରୀର ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହେବାରୁ ଅଧିକ…
Read More...

ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Read More...

ଭାରତର ବାୟୁ ଅଧିକ ପ୍ରଦୂଷିତ : ଟ୍ରମ୍ପ

ଓ୍ୱାସିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନ ପାଖେଇ ଆସୁଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଚଳିତଥର ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍‌ଙ୍କ ମଧ୍ୟରେ…
Read More...

ଓଜନ କମ୍‌ କରେ ହେଙ୍ଗୁ ପାଣି

ଭୁବନେଶ୍ୱର : ଖାଦ୍ୟକୁ ସୁସ୍ୱାଦୁ ଓ ସୁଗନ୍ଧ ଯୁକ୍ତ କରିବା ପାଇଁ ଅନେକେ ହେଙ୍ଗୁ ବ୍ୟବହାର କରନ୍ତି। ହେଲେ ଆପଣ ଜାଣିଛନ୍ତି କି, ହେଙ୍ଗୁରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଚିମୁଟାଏ ହେଙ୍ଗୁରେ ପାଣି ମିଶାଇ ପିଇଲେ ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ହେଙ୍ଗୁ…
Read More...

ମାଲବାହୀ ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ : ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲବାହୀ ଜାହାଜରୁ ଖସିପଡ଼ି ୩ ନାବିକ ଆହତ ହୋଇଛନ୍ତି । ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ିଥିବା ୩ ଜଣ ବାଂଲାଦେଶୀ ନାବିକ। ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପ ପୋର୍ଟର…
Read More...

ମାତୃଭାଷାରେ ହେବ ଜେଇଇ-ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରବେଶିକା ପରୀକ୍ଷା ଜେଇଇ-ମେନ୍‌ ଏଣିକି ଅଧିକ ଭାରତୀୟ ଆଞ୍ଚଳିକ ଭାଷାରେ ଆୟୋଜନ କରାଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୱାଲ। ବିଦେଶରେ ‘ପିସା’ ପରୀକ୍ଷା ଏକାଧିକ ମାତୃଭାଷାରେ ଆୟୋଜନ ହେଉଥିବାବେଳେ…
Read More...

ଜାତିସଂଘର ୭୫ତମ ବାର୍ଷିକୀରେ ଷ୍ଟାମ୍ପ ଜାରି କରିବ ଭାରତୀୟ ଡାକ

ମିଳିତ ଜାତିସଂଘର ୭୫ତମ ବାର୍ଷିକୀ ଅବସରରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ ଭାରତୀୟ ଡାକ ବିଭାଗ ଏକ ଷ୍ଟାମ୍ପ ଜାରି କରିବ। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାତିସଂଘ ସୁରକ୍ଷା…
Read More...

ବିହାର ନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ

ନୂଆଦିଲ୍ଲୀ : ବିହାରର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଗତିବିଦ୍ଧି ସେତିକି ମାତ୍ରାରେ ବୃଦ୍ଧି ହେବାର ଲାଗିଛି। ବିହାରର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଅର୍ଥାତ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ପ୍ରଧାନମନ୍ତ୍ରୀ…
Read More...