Browsing Category

ପ୍ରମୁଖ ଖବର

ବନ୍ଦେ ଭାରତ ମିଶନରେ ବିଦେଶରୁ ଫେରିଲେଣି ୧୯ ଲକ୍ଷରୁ ଅଧିକ ଭାରତୀୟ

ଦେଶରେ କରୋନା ମହାମାରୀ ଜନିତ କଟକଣା ଠାରୁ ଏ ପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନ ମାଧ୍ୟମରେ ୧୯ ଲକ୍ଷ ୪୦ ହଜାର ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି…
Read More...

ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷାର୍ଥୀଙ୍କ ପାଇଁ ରେଳବାଇରେ ୨୦% ପଦବୀ ସଂରକ୍ଷିତ

ରେଳବାଇରେ ଚାଲିଥିବା ଲେବଲ-୧ ନିଯୁକ୍ତି ପ୍ରକ୍ରିୟାରେ ୨୦ ପ୍ରତିଶତ ପଦବୀ ଆପ୍ରେଣ୍ଟିସ ବା ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଥିବା ରେଳ ମନ୍ତ୍ରାଳୟ କହିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଏକ ଲକ୍ଷରୁ ଅଧିକ ପଦବୀ ପାଇଁ ଆପ୍ରେଣ୍ଟିସ ଅଧିନିୟମ ୨୦୧୬ ଅନୁଯାୟୀ ଶିକ୍ଷାର୍ଥୀମାନଙ୍କୁ ୨୦…
Read More...

ମୁମ୍ବଇର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର ନାଗପଡ଼ା ସ୍ଥିତ ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ମିଳିବା ପରେ ଏଯାବତ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ୨ ଦମକଳ କର୍ମଚାରୀ ଆହତ ହୋଇଥିବା…
Read More...

ଦେଶରେ ଚିହ୍ନଟ ଆକ୍ରାନ୍ତ ୫୪ ହଜାର ୩୬୬ ; ମୃତ ୬୯୦

ନୂଆଦିଲ୍ଲୀ : ଧିରେ ଧିରେ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୩୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୭, ୩୦୬ରେ ପହଞ୍ଚିଛି। ଦେଶରେ…
Read More...

ରାଲେଗାଡ଼ା ପଞ୍ଚାୟତକୁ ବୋଟ୍ ଦେବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି

ଚିତ୍ରକୋଣ୍ଡା  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି। ଏ ସଂପର୍କରେ ଟ୍ୱଇଟ କରି ସୂଚନା ଦେଇଛନ୍ତି କମ୍ପାନିର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। ସୂଚନାଯୋଗ୍ୟ, ଏହି ଅଞ୍ଚଳ ଦେଇ ପ୍ରବାହିତ…
Read More...

ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

– ଅଭିଯୋଗ ପରେ ଆକଳନ ଚାଲିଛି – କୃଷି ଜିଲା ଅଧିକାରୀ– କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ – ଚାଷୀନେତାବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା। ଗତ ୨୦ ତାରିଖରେ ରାତ୍ରିରେ ଲୋଇସିଂହା ଓ ଆଗଲପୁର…
Read More...

ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି

ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି ନୌସେନାରେ ସାମିଲ ହୋଇଛି। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପଟ୍ଟନମ ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିଛନ୍ତି। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ…
Read More...

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ୪ଟି ଜିଲ୍ଲାଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏହାର ପ୍ରଭାବରେ ଏହି ୪ଟି ଜିଲ୍ଲାରେ…
Read More...

ପ୍ଲାଜ୍‌ମା ଦାନରେ ଓଡିଶା ପୋଲିସର ସଂଖ୍ୟା ୫୦୦

ଭୁବନେଶ୍ବର: ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୫୦୦ ଜଣ କରୋନା ଯୋଦ୍ଧା କୋଭିଡ୍‌କୁ ହରାଇବା ପରେ ପ୍ଲାଜ୍‌ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧା ମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେନ୍ଦ୍ର ଯଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ…
Read More...

ଭୁବନେଶ୍ବରରୁ ଆଉ ୨୦୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଜି ଆଉ ୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନରୁ ଓ ୧୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି।…
Read More...