Browsing Category

ପ୍ରମୁଖ ଖବର

ମହାପ୍ରସାଦ ଉପରୁ ହଟିଲା କଟକଣା ଭକ୍ତ ପାଇପାରିବେ ଅବଢା

ପୁରୀ: ଶ୍ରୀ ମନ୍ଦିରରେ ସେବାୟତଙ୍କ ମଧ୍ୟରେ କୋଭିଡ୍ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଏହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ଉପରେ ହଟିଲା କଟକଣା । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଭକ୍ତ ମହାପ୍ରସାଦ ପାଇପାରିବେ ମହାପ୍ରସାଦ । ବରାଦି ମହାପ୍ରସାଦ ପାଇଁ ମଧ୍ୟ ଭକ୍ତମାନେ
Read More...

ସରକାରଙ୍କ ପଦକ୍ଷେପ ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରକୁ ବୃଦ୍ଧି କରିବ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଫଳରେ ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ। ଆତ୍ମନିର୍ଭର ଭାରତ ଶୀର୍ଷକ ଏକ ୱେବିନାରକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାଉଳରୁ ଏଥନଲ ଉତ୍ପାଦନ ପାଇଁ
Read More...

ଦାଦାବଟି ମାଗିଲେ ଏହି ନମ୍ବରରେ ଫୋନ୍ କର

ଭୁବନେଶ୍ୱର : ପୂଜା ବଜାର ସମୟରେ ଦାଦାବଟିକୁ ନେଇ କଠୋର ହୋଇଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏନେଇ  ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରେସମିଟ୍ କରିଛନ୍ତି। ଏନେଇ  ଦାଦାବଟି ରୋକିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି  ପୁଲିସ ଡିଜି। ଏହି ହେଲ୍ପ ଲାଇନ୍ ନମ୍ବର ହେଲା ୯୯୩୮୯୧୦୦୦୦।
Read More...

ଅମାନିଆଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂଜାରେ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୭ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି। ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଛି। ଏଥିପାଇଁ ପିଲା ଓ
Read More...

ନୂଆ ଡ଼ିଆରଡ଼ିଓ କ୍ରୟ ମାନୁଆଲ ୨୦୨୦କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମୋଦନ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନୂଆ ଡ଼ିଆରଡ଼ିଓ କ୍ରୟ ମାନୁଆଲ-୨୦୨୦କୁ ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଟ୍ୱିଟ୍‍ ବାର୍ତ୍ତାରେ କୁହାଯାଇଛି, ଏହା ଅଧିକରୁ ଅଧିକ ଭାରତୀୟ ଶିଳ୍ପକୁ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ। ଏହା ଦ୍ୱାରା ଭାରତ
Read More...

ଚହଟିବ ‘ପିଏମ୍‌ କୁସୁମ’

ଭୁବନେଶ୍ୱର: ଭାରତ ସରକାରଙ୍କ ‘ପିଏମ୍‍କୁସୁମ’ ଯୋଜନା ରାଜ୍ୟରେ ଦିଶାହୀନ ହୋଇ ଚାଲିଛି। ଯାହାଫଳରେ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରୁ ନାହାନ୍ତି। ଏହାସହିତ ଅଧିକ ସୌରଶକ୍ତି ଉତ୍ପାଦନ ହୋଇପାରୁ ନ ଥିବାରୁ ଯୋଜନାର ମୂଳଲକ୍ଷ୍ୟ ରାଜ୍ୟରେ ସାଧିତ ହୋଇପାରୁ ନଥିବା ଜଣାଯାଇଛି। ତେଣୁ ଆଗାମୀ
Read More...

କଟକ ଦଶହରାରେ ଜଗିବେ ୩୦ ପ୍ଲାଟୁନ ଫୋର୍ସ

କଟକ : କଟକରେ ଦଶହରା ପର୍ବ ଓ ଭସାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ କରୋନା ପାଇଁ କଟକ ସହରରେ ଦୁର୍ଗା ପୂଜା ଫିକା ପଡ଼ିବ। ଏଥର କଟକରେ ଦୁର୍ଗା ପୂଜା କୋଭିଡ କଟକଣା ମଧ୍ୟରେ ହେବ। ମୁଖ୍ୟତଃ ପୂଜାରେ
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୋଡାଲ ଅଧିକାରୀ, ଉପଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଜିଲ୍ଲାପାଳ
Read More...

ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

ଭୋପାଳ: ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା
Read More...

ଏଟିଏମ ଭଙ୍ଗାରୁଜା : ପୁଲିସ ତଦନ୍ତ ଆରମ୍ଭ

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ସିମୁଳିଆ ଥାନା ଅନ୍ତରା ସ୍ଥିତ ଏସବିଆଇ ଶାଖା ସମ୍ମୁଖରେ ଥିବା ଏଟିଏମରୁ ଭଙ୍ଗାରୁଜା କରାଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି
Read More...