Browsing Category

ପ୍ରମୁଖ ଖବର

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୋଡାଲ ଅଧିକାରୀ, ଉପଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଜିଲ୍ଲାପାଳ…
Read More...

ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

ଭୋପାଳ: ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା…
Read More...

ଏଟିଏମ ଭଙ୍ଗାରୁଜା : ପୁଲିସ ତଦନ୍ତ ଆରମ୍ଭ

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ସିମୁଳିଆ ଥାନା ଅନ୍ତରା ସ୍ଥିତ ଏସବିଆଇ ଶାଖା ସମ୍ମୁଖରେ ଥିବା ଏଟିଏମରୁ ଭଙ୍ଗାରୁଜା କରାଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି…
Read More...

ସ୍ଵ।ଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵ।ଭିମାନ ଅଂଚଳର ଗୋରାସେତୁ ନିକଟରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ କରାଯାଇଛି। ଏହି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମାକୁ ବିଏସ୍ଏଫର ଯବାନ ଉଦ୍ଧାର କରିଛନ୍ତି। ସୁରକ୍ଷାକର୍ମୀ କମ୍ବିଂ କରୁଥିବାବେଳେ ସ୍ଥାନୀୟ ଟୁଟୁଗନ୍ଧି…
Read More...

ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି(ମଙ୍ଗଳବାର) ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ବାର୍ତ୍ତା ଦେବି। ଆପଣମାନେ…
Read More...

ନୋବେଲ୍ ଶାନ୍ତି ପୁରସ୍କାର ପଛରେ ଓଡ଼ିଆ

ରାଉରକେଲା :  ନୋବେଲ ଶାନ୍ତି ପୁରସ୍କାର ସହ ଓଡ଼ିଶାର ଲିଙ୍କ୍। ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ହେଁ, ଏହା ସତ। ରାଉରକେଲା ଏନଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ଏହି ପୁରସ୍କାରର ସମ୍ପର୍କ ରହିଛି। ଚଳିତ ବର୍ଷ ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର।…
Read More...

ବିରେନ୍ଦ୍ର ସେହୱାଗଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ମଙ୍ଗଳବାର ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର ସେହୱାଗ  ୧୯୭୮ମସିହା ଅକ୍ଟୋବର ୨୦ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେହୱାଗ ଦିଲ୍ଲୀରେ ଏକ ହିନ୍ଦୁ ପରିବାରରେ…
Read More...

ନ୍ୟୁଜିଲ୍ୟାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ

ଓ୍ୱେଲିଙ୍ଗଟନ/ଶିମଲା: ହିମାଚଳ ପ୍ରଦେଶର ହାମିପୁର ନିବାସୀ ଡାକ୍ତର ଗୌରବ ଶର୍ମା ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ସାଂସଦ। ଗୌରବ ଲେବର ପାର୍ଟିର ପ୍ରାର୍ଥୀ ଭାବେ ସେଠିକାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ହାମିଲଟନ ଓ୍ୱେଷ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗୌରବ ଦୀର୍ଘ ୨୦ ବର୍ଷ…
Read More...

ସକାଳୁ ସକାଳୁ ଟାମ୍ପିନେଲେ ମହିଳାଙ୍କ କାନଫୁଲ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ କମିବାର ନାଁ ନେଉନାହିଁ। ଆଜି ସକାଳୁ ସକାଳୁ ପୁଣିଥରେ ଲୁଟେରା ମାତିଛନ୍ତି। ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଂଚଳର କୈଳାସ ବିହାରରେ ଜଣେ ମହିଳାଙ୍କ କାନରୁ କାନଫୁଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମହିଳା ଜଣକ ସକାଳ ସମୟରେ ଫୁଲ ତୋଳିବାକୁ…
Read More...

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଭୁବନେଶ୍ଵର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।
Read More...