Browsing Category

ପ୍ରମୁଖ ଖବର

ଜନ୍ମ ଦିନ ପାଳିବେନି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ୧୬ ଶୁକ୍ରବାର ଦିନ ୭୫ ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର କୋଭିଡ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ତାଙ୍କର ଜନ୍ମ ଦିନ ପାଳନ କରିବେ ନାହିଁ ।
Read More...

ସୀତାରମଣ: ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ମଧ୍ୟରେ ସନ୍ତୁଳନ ଆଣିବା ଆବଶ୍ୟକ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜି-୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ଲକ୍ଷ୍ୟଗୁଡ଼ିକ ମଧ୍ୟରେ ସନ୍ତୁଳନତା ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ
Read More...

କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୮୧ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ୮୩ ହଜାରକୁ ଅତିକ୍ରମ କରିଛି। ଆରୋଗ୍ୟ ହାର ବୃଦ୍ଧି
Read More...

ଭୂମିହୀନଙ୍କୁ ଜମି ପ୍ରମାଣ ପତ୍ର ଦେଲେ ବିଧାୟକ

କଂଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ୧୬ ଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କୁ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଜମି ପ୍ରମାଣ ପତ୍ର ବଂଟନ କରିଛନ୍ତି । କଂଟାବାଞ୍ଜି ସହରରେ ବସବାସ କରୁଥିବା ଲୋକମମାନେ ଦୀର୍ଘଦିନ ଧରି
Read More...

ବନ୍ଧା ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର  : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଝଣ୍ଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କକୁ ଗୁରୁବାର  ଭିଜିଲାନ୍ସ ଗିରଫ କରିଛି। ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆଣିଲେ ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ
Read More...

ଗତ ବର୍ଷ ତୁଳନାରେ ମୋଦିଙ୍କ ଆୟ ୨୬ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ଷିକ ଆୟ କ’ଣ ଏବଂ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା କରିଛନ୍ତି। ସମସ୍ତେ ଏହି ସୂଚନା ପାଇଁ ବେଶ ଆଗ୍ରହୀ ଥାଆନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ପତ୍ତି ଓ ବ୍ୟାଙ୍କରେ କେତେ
Read More...

ଏ ବର୍ଷ ବଢ଼ିବ ଶୀତ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରି ଶୀତ ଅନୁଭୂତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲା’ ନିନା ପ୍ରଭାବ ଦୁର୍ବଳ ହେବା ଯୋଗୁଁ ଶୀତର ପ୍ରକୋପ ପ୍ରବଳ ହେବ ବୋଲି ବୁଧବାର ବିଭାଗ ପକ୍ଷରୁ କୁହାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଦ୍ୱାରା
Read More...

ଗୋରୁ ବୋଝେଇ ଭ୍ୟାନ ଜବତ ; ୨ ଅଟକ

ସାକ୍ଷୀଗୋପାଳ : ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ୧୮ଟି ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ଏହି ଗାଡ଼ିକୁ ବଜରଙ୍ଗ ଦଳ ମଞ୍ଚେଶ୍ବର ଥାନା ପୁଲିସ ସହାୟତାରେ ପଳାଶୁଣି ଛକ ନିକଟରେ ଅଟକାଇଥିଲେ। ଅତି ଅମାନବୀୟ ଭାବେ ଗୋରୁଙ୍କ ଗୋଡ ହାତ ବାନ୍ଧି ଛୋଟ ଭ୍ୟାନରେ
Read More...

ଜଳ ଘେରରେ ୧୮ ପାହାଡ଼ୀ ଗାଁ

ପାତ୍ରପୁର : ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ପାହାଡିଆ ଅଞ୍ଚଳବାସୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଆଜି ଅପରାହ୍ନରୁ ପୁଣି ତୁହାକୁତୁହା ବର୍ଷା ଲାଗି ରହିବାରୁ ଏହି ବ୍ଲକର ଆଦିବାସୀ ଗ୍ରାମଗୁଡିକର ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି। ପାହାଡ଼ ଉପରେ ରହିଥିବା ବହୁ
Read More...

ମୁମ୍ବଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ : ରେର୍ଡ଼ ଆଲର୍ଟ ଜାରି

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ଓ ଠାଣେ ସମେତ ବହୁ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି। ପ୍ରବଳ ବର୍ଷା ପାଇଁ ଆଜି ଆଇଏମଡି ଦ୍ୱାରା ମୁମ୍ବଇ ପାଇଁ ରେର୍ଡ଼ ଆଲର୍ଟ ଜାରି କରାଯାଇଛି।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ଉତ୍ତର କୋଙ୍କଣ କ୍ଷେତ୍ର ସମେତ
Read More...