ଗୋରୁ ବୋଝେଇ ଭ୍ୟାନ ଜବତ ; ୨ ଅଟକ
ସାକ୍ଷୀଗୋପାଳ : ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ୧୮ଟି ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ଏହି ଗାଡ଼ିକୁ ବଜରଙ୍ଗ ଦଳ ମଞ୍ଚେଶ୍ବର ଥାନା ପୁଲିସ ସହାୟତାରେ ପଳାଶୁଣି ଛକ ନିକଟରେ ଅଟକାଇଥିଲେ। ଅତି ଅମାନବୀୟ ଭାବେ ଗୋରୁଙ୍କ ଗୋଡ ହାତ ବାନ୍ଧି ଛୋଟ ଭ୍ୟାନରେ!-->…
Read More...
Read More...