Browsing Category

ପ୍ରମୁଖ ଖବର

ବାଲେଶ୍ୱର ସଟଡାଉନ ନିଷ୍ପତିକୁ ବିରୋଧ କରି ୨ ସଂଘ ମୁହାଁମୁହିଁ

ବାଲେଶ୍ୱର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଯୋଗୁଁ ଏହି ଜିଲ୍ଲାକୁ ପୁଣି ଥରେ ସଟଡାଉନ ଘୋଷଣା ନିଷ୍ପତିକୁ ନେଇ ୨ ବ୍ୟବସାୟିକ ସଂଘ ମୁହାଁମୁହିଁ ହୋଇଛନ୍ତି । ଚାମ୍ବର ଅଫ ଇଣ୍ଡଷ୍ଟି୍ର ଆଣ୍ଡ କମର୍ସ ସମର୍ଥନ କରିଥିବା ବେଳେ ବିରୋଧ କରିଛି କପଡା ଦୋକାନୀ ସଂଘ । ଏନେଇ ଜିଲ୍ଲା
Read More...

ପ୍ରକାଶ ପାଇଲା ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ

ବବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଅଜି ପ୍ରକାଶ ପାଇଛି । ଲକ୍ଷେ୍ନ ସିବିଆଇ ସ୍ପେଶାଲ କୋର୍ଟ ଏହି ମାମଲାର ରାୟ ଶୁଣାଣି କରି ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରାୟ ଶୁଣାଣି କରି କୋର୍ଟ କହିଛନ୍ତି ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ । ବାବ୍ରୀ ମସଜିଦ ଭଙ୍ଗାକୁ
Read More...

କରୋନା ମହାମାରୀ ସମୟରେ ଓଡିଶା ଫେରିଛନ୍ତି ୮ ଲକ୍ଷ ୫୩ ହଜାର ୭୭୭ ପ୍ରବାସୀ ଓଡିଆ

ଭୁବନେଶ୍ୱର- କରୋନା ମହାମାରୀ ସମୟରେ ଓଡିଶାକୁ ଫେରିଛନ୍ତି ୮ ଲକ୍ଷ ୫୩ ହଜାର ୭୭୭ ପ୍ରବାସୀ ଓଡିଆ । ଗୁଜୁରାଟ, ତାମିଲନାଡୁ ଓ କେରଳ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ୨୭୭ଟି ଶ୍ରମିକ ସ୍ପୋଶାଲ ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ପୂର୍ବତଟ ରେଲବାଇକୁ ୯
Read More...

ରାଜ୍ୟରେ ୩,୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ୩,୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨,୧୦୭ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧,୪୨୬ ରହିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ
Read More...

ଆଖିବୁଜିଲେ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଗତ ୨୪ଘଂଟାରେ ୧୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି ।
Read More...

ଆଜି ବାବରି ମସଜିଦର ରାୟ ଶୁଣାଣି

ନୂଆଦିଲ୍ଲୀ- ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଦୀର୍ଘ ୨୮ ବର୍ଷ ପରେ ଆଜି ବାବରି ମସଜିଦ ଭଙ୍ଗା ମାମଲାର ଶୁଣାଣି ହେବ । ଲକ୍ଷେ୍ନø ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସ. କେ. ଯାଦବ ଏହି ରାୟ ଶୁଣାଇ ପାରନ୍ତି । ରାୟ ଶୁଣାଣି ବେଳେ ବିଜେପି ନେତା ଏଲ.କେ .ଆଡଭାନି, ମୁରଲୀ ମନୋହର
Read More...

ପର୍ବତାରୋହୀଙ୍କ ଉପରକୁ ଆକ୍ରମଣ

ଭବାନୀପାଟଣା- ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାଅନୁଯାୟୀ ଗତ ରବିବାର ଯୋଗବ୍ୟାସ କୌଣସି କାମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧଅଂରାମାଳ ଗାଁକୁ ଯାଇଥିଲେ ।
Read More...

ଦୁଇ ଦିନିଆ ଜାପାନ ଗ୍ରସ୍ତରେ ଯିବେ ଜୟଶଙ୍କର

ନୂଆଦିଲ୍ଲୀ- ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ସାମିଲ ହେବାପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ୬ ଓ ୭ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ । ଜାପାନ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଜୟଶଙ୍କର ତାଙ୍କ ଜାପାନର ପ୍ରତିପକ୍ଷ ତୋସିମଟୁ
Read More...

ତାମିଲନାଡୁରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ଚେନ୍ନାଇ- ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ କେ ପଳାନିସ୍ୱାମୀ । ସେହିପରି ଶିକ୍ଷାନୁଷ୍ଠାନ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ଓ ଉପାନ୍ତ ସହରରେ
Read More...

୨୨୫ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ- ସେରମ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକା ମାତ୍ର ୨୨୫ଟଙ୍କାରେ ମିଳିବ ବୋଲି ଏହି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ପ୍ରାୟ ୨୦ କୋଟି ଟିକା ଉତ୍ପାଦନ ହେବ ବୋଲି ସେରମ ଇନଷ୍ଟିଚ୍ୟଟ ପକ୍ଷରୁ କୁହାଯାଇଛି । ଏଥିପାଇଁ କମ୍ପାନୀକୁ ବିଲ ଏଣ୍ଡ
Read More...