Browsing Category

ପ୍ରମୁଖ ଖବର

‘ବିଗବସ୍‌-୧୪’ରେ ରାଧେ ମା’

ମୁମ୍ୱାଇ : ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ଖୁବ୍‌ଶୀଘ୍ର ଦର୍ଶକ ଆତ୍ମଘୋଷିତ ମାତା ରାଧେ ମା’ଙ୍କୁ ଦେଖିବାକୁ ପାଇବେ। ଏହି ଶୋ’ରେ ସାମିଲ ହେବା ପାଇଁ ରାଧେ ମା’ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି। ସୂଚନା ଅନୁସାରେ ‘ବିଗବସ୍‌ ୧୪’ର ଗୋଟିଏ ସପ୍ତାହ ପାଇଁ ବିବାଦୀୟ ମାତା ରାଧେ ମା’ଙ୍କୁ…
Read More...

ଓଡ଼ିଶାର କୋଭିଡ୍‌ ପରିଚାଳନା ମଡେଲକୁ ‘ହୁ’ର ପ୍ରଶଂସା

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍‌-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି। କୋଭିଡ଼ ପରିଚାଳନାରେ ଓଡ଼ିଶା ସରକାରଙ୍କ ତ୍ୱରିତ ପଦକ୍ଷେପ…
Read More...

ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ୱର: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ ଓ ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି…
Read More...

ରାଜ୍ୟରେ ଆଜି ସର୍ବାଧିକ ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ଆଖି ବୁଜିଲେ ୧୭ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି
Read More...

ରାଜ୍ୟରେ ୩ ହଜାର ୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ୩ ହଜାର ୬୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୧୮ ହୋଇଥିବା ବେଳେ ୧୪୯୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୭୧, କଟକ ୩୭୧, ଅନୁଗୁଳ ୧୮୮, ବାଲେଶ୍ୱର ୯୬, ବରଗଡ ୮୬, ଭଦ୍ରକ…
Read More...

ହାଥରସ ଘଟଣା ପରେ ବଳରାମପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତ୍ୟୁ

ଉତରପ୍ରଦେଶ- ହାଥରସରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା କଥା ମନରୁ ଲିଭି ନଥିବା ବେଳେ ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ହାଥରସରୁ ୫୦୦ କିମି ଦୂରରେ ଥିବା ବଳରାମପୁର ଗାଁର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ…
Read More...

ରାଜ୍ୟରେ ଜାରି ରହିଛି ବର୍ଷା

ଭୁବନେଶ୍ୱର- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…
Read More...

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କେନ୍ଦ୍ରାପଡା- କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ ନିକଟରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଯୁବକ ଜଣଙ୍କ ସ୍କୁଟରରେ ବ୍ରାଉନସୁଗାର ନେଇ ପଟ୍ଟାମୁଣ୍ଡାଇରୁ ଆଳି ଆସିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହିତ…
Read More...

ଆଜିଠାରୁ ଖୋଲିବ ଭିତରକନିକା

ପଟ୍ଟମୁଣ୍ଡାଇ- ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ତେବେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କେବେଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି । ଯେଉଁମାନେ…
Read More...

ଘର ବାରଣ୍ଡାରେ ୨ ଦିନ ପଡି ରହିଲେ କରୋନା ଆକ୍ରାନ୍ତ

ନବରଙ୍ଗପୁର- ଆସିଲାନି ଆମ୍ବୁଲାନ୍ସ, ଘରେ ବାଣ୍ଡାରେ ୨ ଦିନ ପଡି ରହିଲେ କରୋନା ଆକ୍ରାନ୍ତ । ଯୁବକ ଜଣଙ୍କ ଖରା, ବର୍ଷାରେ ଦୁଇ ଦିନ ପଡି ରହିବା ପରେ ଆମ୍ବୁଲାନ୍ସ ଆସିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ…
Read More...