Browsing Category

ପ୍ରମୁଖ ଖବର

ପରଲୋକରେ କଣ୍ଠଶିଳ୍ପୀ ବାଲାସୁବ୍ରମଣ୍ୟମ

ନୂଆଦିଲ୍ଲୀ- ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ପି ବାଲାସୁବ୍ରମଣ୍ୟମ । କରୋନାରେ ଆକ୍ରାନ୍ତ ହୋଇ ଅଗଷ୍ଟ ୫ ତାରିଖରୁ ତାଙ୍କୁ ଚେନ୍ନାଇର ଏମଜିଏମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୮ରୁ ସେ କରୋନା ମୁକ୍ତ ହୋଇ ସାରିଥିଲେ ମଧ୍ୟ ଫୁସଫୁସ ସଂକ୍ରମଣ ହୋଇଥିବାରୁ ସେ
Read More...

ମହାନଦୀ ଉପରେ ହେବ ବ୍ରିଜ ନିର୍ମାଣ

ଭୁବନେଶ୍ୱର- ଜଗତସିଂପୁର ଜିଲ୍ଲା ତିର୍ତୋଲ-ପୋଷଳ ଶଂଘେଶ୍ୱର ରାସ୍ତାର ମହାନଦୀରେ ଏକ ବ୍ରିଜ ନିର୍ମାଣ କରାଯିବ । ଏହି ପ୍ରସ୍ତବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୮୮୮.୭୯ ମିଟର ସେତୁ ନିର୍ମାଣ ପାଇଁ ୧୧୮ କୋଟି ୫୬ ଲକ୍ଷ
Read More...

ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ- ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ସୁନିଲି ଆରୋରା । ୨୪୩ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦତାନ ହେବ । ପ୍ରଥମ ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ
Read More...

ଗତ ୨୪ଘଂଟାରେ ୫୨ ହଜାର ପାର କଲା ଟେଷ୍ଟିଂଙ୍ଗ ସଂଖ୍ୟା

ଭୁବନେଶ୍ୱର- ଗତ ୨୪ଘଂଟାରେ ୫୨ ହଜାର ୮୮୨ କରୋନା ଟେଷ୍ଟିଂଙ୍ଗ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆରଟି ପିସିଆର ଟେଷ୍ଟ ୮୨୭୫ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୪୪,୫୪୧ ଓ ଟ୍ରୁନଟ ଟେଷ୍ଟ ୯୩ ରହିଛି ।
Read More...

ଋଷକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ- ସ୍ପୁଟନିକ ଭି ପାଇଁ ଋଷିଆକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଋଷ ଦ୍ୱରା ପ୍ରସ୍ତୁତ ଏହି ଟିକା ବିଭିନ୍ନ କ୍ଳିନିକାଲରେ ସଫଳ ପରୀକ୍ଷଣ ହେବାପରେ ନିଜ ଦେଶରେ ୪୨ ହଜାର ଲୋକଙ୍କ ଶରୀରରେ ଏହି ଟିକା ଦେବା ଆରମ୍ଭ କରିବା ପରେ ଦେଶର ଅନ୍ୟ ଲୋକଙ୍କୁ ଏହି ଟିକା
Read More...

ବଲାଙ୍ଗିରରେ କଟକଣା ଲାଗୁ କଲା ବଜାର କମିଟି

ବଲାଙ୍ଗିର- ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । କିନ୍ତୁ ଏପଟେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଶଟଡାଉନ କି ଲକଡାଉନ କରିହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ ଉପରେ ରୋକ
Read More...

କରୋନା ନେଲା ଆଉ ୧୫ ଜଣଙ୍କ ଜୀବନ

ଭୁବନେଶ୍ୱର- ରାଜ୍ୟରେ ଆଜି ୧୫ ଜଣଙ୍କ ଜବୀନ ନେଇଛି ମହାମାରୀ କରୋନା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧରୁ ୪, ପୁରୀ ୩, ମୟୂରଭଞ୍ଜ ୨, ରାୟଗଡା, କେନ୍ଦ୍ରାପଡା , କନ୍ଧମାଳ, କଟକ, ବଲାଙ୍ଗିର ଓ
Read More...

ରାଜ୍ୟରେ ୨ ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପେର ୨ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୬୨ ହୋଇଥିବା ବେଳେ ୧୭୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Read More...

ରାଜ୍ୟସଭାର ୮୩ ଅଧିକାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ରାଜ୍ୟସଭାର ୮୩ ସରାକରୀ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି । ତେଣୁ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି
Read More...

ରକୁଲ ପ୍ରୀତ ସିଂହଙ୍କୁ ଏନସିବିର ଜେରା

ମୁମ୍ବାଇ- ଡ୍ରଗ୍ସ ଲିଙ୍କ ମାମଲାରେ ବଲିଓଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଜେରା କରୁଛି ଏନସିବି । ରିୟା ଓ ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଏନସିବିର ଟିମ ରକୁଲଙ୍କୁ ପଚରାଉଚରା କରୁଥିବା ଜଣାପଡିଛି । ପାୱନା ଡ୍ୟାମରେ ଡ୍ରଗ୍ସ ପାର୍ଟିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ମଧ୍ୟ
Read More...