Browsing Category

ପ୍ରମୁଖ ଖବର

ରାଜ୍ୟରେ ୨ ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପେର ୨ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୬୨ ହୋଇଥିବା ବେଳେ ୧୭୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।…
Read More...

ରାଜ୍ୟସଭାର ୮୩ ଅଧିକାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ରାଜ୍ୟସଭାର ୮୩ ସରାକରୀ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି । ତେଣୁ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି…
Read More...

ରକୁଲ ପ୍ରୀତ ସିଂହଙ୍କୁ ଏନସିବିର ଜେରା

ମୁମ୍ବାଇ- ଡ୍ରଗ୍ସ ଲିଙ୍କ ମାମଲାରେ ବଲିଓଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଜେରା କରୁଛି ଏନସିବି । ରିୟା ଓ ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଏନସିବିର ଟିମ ରକୁଲଙ୍କୁ ପଚରାଉଚରା କରୁଥିବା ଜଣାପଡିଛି । ପାୱନା ଡ୍ୟାମରେ ଡ୍ରଗ୍ସ ପାର୍ଟିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ମଧ୍ୟ…
Read More...

ସାରା ଦେଶରେ ଚାଷୀଙ୍କ ଭାରତ ବନ୍ଦ

ନୂଆଦିଲ୍ଲୀ- କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀ ଭାରତ ବନ୍ଦ ଡାକରା କରିଛନ୍ତି । ଅଲ ଇଣ୍ଡିଆ କୃଷକ ସଂଘ, ଭାରତୀୟ କିସାନ ୟୁନିଅନ, ଅଲ ଇର୍ଡିଆ କିସାନ ମହାସଙ୍ଗ ଏବଂ ଅଲ ଇଣ୍ଡିଆ କିସାନ ସଂଗଠନ ସମନ୍ୱୟ କମିଟି ଏହି ବନ୍ଦ ଡାକରାର ନେତୃତ୍ୱ ନେଉଛନ୍ତି । ଚାଷିଙ୍କ ଏହି ବନ୍ଦ…
Read More...

ଦୋକାନ ଭିତରକୁ ଏକ ସଙ୍ଗେ ୩ ଜଣ ଗ୍ରାହକକୁ ଅନୁମତି

କଟକ- ଦ୍ୱୈତ ନଗରେ କରୋନା ସଂକ୍ରମିତ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ସଂକ୍ରମଣ ହାରରେ ବେକ୍ରେ ଲାଗଇବା ପାଇଁ ଏବେ ଆକ୍ସନମୋଡରେ ପୋଲିସ କମିଶନର । ରାସ୍ତା ଘାଟ ବିଶେଷ କରି ଦୋକାନ ମାନଙ୍କରେ ଲୋକ ଭିଡ ଅଧିକ ଦେଖିବାକୁ ମିଳୁଛି । କରୋନା କଟକଣାକୁ ଫୁ କରି ସାମାଜିକ ଦୂରତା ନ…
Read More...

୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କରୋପୁଟ- ରାଜ୍ୟରେ ଗଞ୍ଜେଇର ଚୋରାଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସୁରତରୁ ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବାପରେ ଆଜି ପୁଣି କୋରାପୁଟରୁ ଜବତ ହୋଇଛି ୭୦ ଲକ୍ଷରୁ ଉଦ୍ଧ୍ୱ ଟଙ୍କାର ଗଞ୍ଜେଇ । ଜୟପୁରରୁ କୋରାପୁଟରୁ ଆସୁଥିବା ୧୫୨୦ କେଜି ଗଞ୍ଜେଇ ବୋଝେଇ ଟ୍ରକକୁ…
Read More...

୧୭୦୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର- ନକ୍ସଲ ପ୍ରଭାବିତ ଅଂଚଳରେ ଦୁଇ ବର୍ଷ ଧରି କାର୍ଯ୍ୟ କରୁଥିବା ୧୭୦୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ ପ୍ରଦାନ କରାଯିବ । ରାଜ୍ୟ ପୋଲିସ ମହାନିର୍ଦେଶକ ଏହି ନିର୍ଦେଶ ଦେଇଛନ୍ତି । ପଦକ ପାଇବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ…
Read More...

କରୋନା ପାଇଁ ଖାଇପାରିବେନି ମନଇଛା ଔଷଧ

ଭୁବନେଶ୍ୱର- କରୋନା ପାଇଁ ମନଇଛା ଔଷଧ ନ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବେଶେଷକରି ଗ୍ରାମାଂଚଳର ଲୋକମାନେ ମନଇଛା କରୋନା ପାଇଁ ଔଷଧ ଖାଉଛନ୍ତି । ତେଣୁ ମନଇଛା ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବୈଷୟକ…
Read More...

ଭୁବନେଶ୍ୱରରୁ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରର ୧୨୦ ଓ ସ୍ଥାନୀୟ ଅଂଚଳରୁ ୨୨୯ ରହିଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୮୯୩କୁ ବୃଦ୍ଧି ପାଇଥିବା ବେଳେ ୧୬ ହଜାର ୧୧୯ ଜଣ ଆରୋଗ୍ୟଲାଭ…
Read More...

ଫିଟ ଇଣ୍ଡିଆ ମୁଭମେଂଟକୁ ବର୍ଷେ

ନୂଆଦିଲ୍ଲୀ- ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । କରୋନା ମହାମାରୀ ପାଇଁ ଭର୍ଚୁଆଲ ଆୟୋଜିତ…
Read More...