୪ ପ୍ରତିଶତ ବିଦ୍ୟୁତ ଶୁଳ୍କ ବୃଦ୍ଧି
ଭୁବନେଶ୍ୱର- ମହଙ୍ଗା ହେଲା ବିଦ୍ୟୁତ ଶୁଳ୍କ । ୨୦୨୦-୨୧ ବର୍ଷ ପାଇଁ ୪ ପ୍ରତିଶତ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି ଓଇଆରସି ପକ୍ଷରୁ କୁହାଯାଇଛି । ଅକ୍ଟୋବର ପହିଲାରୁ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ବିଦ୍ୟୁତ ବିଲ ଦେବାକୁ ପଡିବ । ଏହି ଦର ବୃଦ୍ଧିକୁ ନେଇ ଗ୍ରାହକ ଓ ଅନ୍ୟ ରାଜନୈତିକ!-->…
Read More...
Read More...