Browsing Category

ପ୍ରମୁଖ ଖବର

ସମୁଦ୍ରକୁ ଯିବନି ଆଉ ଅଯଥା ଜଳ

ଭୁବନେଶ୍ୱର- ଏଣିକି ସମୁଦ୍ରକୁ ଯିବନି ଆଉ ଅଯଥା ଜଳ । ସେଥିପାଇଁ ରାଜ୍ୟରେ ଜଳ ସଂରକ୍ଷଣ ପାଇଁ ଆରମ୍ଭ ହେବ । ଶିଳ୍ପ କ୍ଷେତ୍ରକୁ ଯେପରି ପର୍ଯ୍ୟାନ୍ତ ପାଣି ମିଳିବ ସେ ଦିଗରେ ଆଜି ଇଡିକୋ ଓ ଜଳ ସମ୍ପଦ ବିଭାଗ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି । ସମୁଦ୍ରକୁ ଅଯଥା ଜଳ ନ…
Read More...

ଆସନ୍ତାକାଲି ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର- ବିଧାନସଭା ପୂର୍ବରୁ ଆସନ୍ତା କାଲି ହେବ ବିଧାୟକଙ୍କ କୋଭିଡ ଟେଷ୍ଟ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ । ପରେ ଗୃହ ମୁଲତବୀ ରହିବ । ପୁଣି ଅପରାହ୍ନ ୩ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ…
Read More...

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମଲା

ଶ୍ରୀନଗର- ଜାମ୍ମୁକାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ । ଗତକାଲି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀ ସର୍ଚ୍ଚଅପରେସନ ଆରମ୍ଭ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।…
Read More...

ପରଲୋକରେ କଣ୍ଠଶିଳ୍ପୀ ବାଲାସୁବ୍ରମଣ୍ୟମ

ନୂଆଦିଲ୍ଲୀ- ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ପି ବାଲାସୁବ୍ରମଣ୍ୟମ । କରୋନାରେ ଆକ୍ରାନ୍ତ ହୋଇ ଅଗଷ୍ଟ ୫ ତାରିଖରୁ ତାଙ୍କୁ ଚେନ୍ନାଇର ଏମଜିଏମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେପ୍ଟେମ୍ବର ୮ରୁ ସେ କରୋନା ମୁକ୍ତ ହୋଇ ସାରିଥିଲେ ମଧ୍ୟ ଫୁସଫୁସ ସଂକ୍ରମଣ ହୋଇଥିବାରୁ ସେ…
Read More...

ମହାନଦୀ ଉପରେ ହେବ ବ୍ରିଜ ନିର୍ମାଣ

ଭୁବନେଶ୍ୱର- ଜଗତସିଂପୁର ଜିଲ୍ଲା ତିର୍ତୋଲ-ପୋଷଳ ଶଂଘେଶ୍ୱର ରାସ୍ତାର ମହାନଦୀରେ ଏକ ବ୍ରିଜ ନିର୍ମାଣ କରାଯିବ । ଏହି ପ୍ରସ୍ତବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୮୮୮.୭୯ ମିଟର ସେତୁ ନିର୍ମାଣ ପାଇଁ ୧୧୮ କୋଟି ୫୬ ଲକ୍ଷ…
Read More...

ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ- ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ସୁନିଲି ଆରୋରା । ୨୪୩ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦତାନ ହେବ । ପ୍ରଥମ ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ…
Read More...

ଗତ ୨୪ଘଂଟାରେ ୫୨ ହଜାର ପାର କଲା ଟେଷ୍ଟିଂଙ୍ଗ ସଂଖ୍ୟା

ଭୁବନେଶ୍ୱର- ଗତ ୨୪ଘଂଟାରେ ୫୨ ହଜାର ୮୮୨ କରୋନା ଟେଷ୍ଟିଂଙ୍ଗ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆରଟି ପିସିଆର ଟେଷ୍ଟ ୮୨୭୫ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୪୪,୫୪୧ ଓ ଟ୍ରୁନଟ ଟେଷ୍ଟ ୯୩ ରହିଛି ।
Read More...

ଋଷକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ- ସ୍ପୁଟନିକ ଭି ପାଇଁ ଋଷିଆକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଋଷ ଦ୍ୱରା ପ୍ରସ୍ତୁତ ଏହି ଟିକା ବିଭିନ୍ନ କ୍ଳିନିକାଲରେ ସଫଳ ପରୀକ୍ଷଣ ହେବାପରେ ନିଜ ଦେଶରେ ୪୨ ହଜାର ଲୋକଙ୍କ ଶରୀରରେ ଏହି ଟିକା ଦେବା ଆରମ୍ଭ କରିବା ପରେ ଦେଶର ଅନ୍ୟ ଲୋକଙ୍କୁ ଏହି ଟିକା…
Read More...

ବଲାଙ୍ଗିରରେ କଟକଣା ଲାଗୁ କଲା ବଜାର କମିଟି

ବଲାଙ୍ଗିର- ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । କିନ୍ତୁ ଏପଟେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଶଟଡାଉନ କି ଲକଡାଉନ କରିହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ ଉପରେ ରୋକ…
Read More...

କରୋନା ନେଲା ଆଉ ୧୫ ଜଣଙ୍କ ଜୀବନ

ଭୁବନେଶ୍ୱର- ରାଜ୍ୟରେ ଆଜି ୧୫ ଜଣଙ୍କ ଜବୀନ ନେଇଛି ମହାମାରୀ କରୋନା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧରୁ ୪, ପୁରୀ ୩, ମୟୂରଭଞ୍ଜ ୨, ରାୟଗଡା, କେନ୍ଦ୍ରାପଡା , କନ୍ଧମାଳ, କଟକ, ବଲାଙ୍ଗିର ଓ…
Read More...