Browsing Category

ପ୍ରମୁଖ ଖବର

ରାଫେଲ ଯୁଦ୍ଧ ବିମାନର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ

ନୂଆଦିଲ୍ଲୀ- ଅତ୍ୟାଧୁନିକ ଲଢୁଆ ବିମାନ ରାଫେକଲ ଉଡାଇବେ ଫ୍ଲାଇଟ ଲେଫ୍ଟନାଂଟ ଶିବାଙ୍ଗୀ ସିଂ । ସେ ଏବେ ଅମ୍ବାଲା ଏୟାରବେସରେ ଟ୍ରେନିଂ ନେଇଛନ୍ତି । ଶିବାଙ୍ଗୀ ୨୦୧୭ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଏହା ପରଠାରୁ ସେ ମିଗ୍ ୨୧ ବାଇସନ ଲଢୁଆ ବିମାନ ଉଡାଇଛନ୍ତି । ରାଫେଲ
Read More...

ଆରପାରିରେ ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଣେଖ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ୭୮ ବର୍ଷ ବୟସରେ
Read More...

ଓଏନଜିସି ପ୍ଲାଂଟରେ ଅଗ୍ନିକାଣ୍ଡ

ଅହମଦାବାଦ- ସୁରତ ହଜିରାସ୍ଥିତ ଓଏନଜିସି ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଲଗତାର ୩ଟି ବଡଧରାଣର ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି
Read More...

ସରିଲା ଓଜେଇ ଅନଲାଇନ ଆବେଦନ: ଆଜି ଫି ଜମା ଡେଡଲାଇନ

ଭୁବନେଶ୍ୱର- ଗତକାଲି ରାତି ୧୨ ପରଠାରୁ ଶେଷ ହୋଇଛି ଓଜେଇ ଅନଲାଇନ ଆବେନଦ ପ୍ରକ୍ରିୟା । ଯେଉଁମାନେ ଆବେଦନ କରିଥିବେ ସେମାନେ ଆଜି ଦିନ ୧୧ଟା ସୁଦ୍ଧା ଅନଲାଇନରେ ଫି ଜମା ପାଇଁ ଡେଡଲାଇନ ରଖାଯାଇଛି । ଅକ୍ଟୋବର ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହା ୧୯ ତାରିଖ
Read More...

ଭୁବନେଶ୍ୱରରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ଆଜି ବିଏମସି ଅଂଚଳରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୮୩ ହୋଇଥିବା ବେଳେ ୨୧୮ ସ୍ଥାନୀୟ ସଂକ୍ରମିତ ରହିଛି । ବର୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫୪୪ ବୃଦ୍ଧି ପାଇଥିବା ବେଳେ ୧୫୭୪୬
Read More...

୨୫ରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର- ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର,
Read More...

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେଲା ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହେଲା ରାଜ୍ୟସଭାର ମୌସୁମୀ ଅଧିବେଶନ ।ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ସ୍ଥିର ହୋଇଥିଲେ ହେଁ ସାସସଦ ମାନେ କରୋନା ସଂକ୍ରମିତ ହେଉଥିବା ଦେଖି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଜ୍ୟସଭାକୁ
Read More...

ଖୋଲିଲା ହୀରାକୁଦ ଡ୍ୟାମର ୩ଟି ଗେଟ

ସମ୍ବଲପୁର- ଲଘୁଚାପ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଡ୍ୟାମର ୩ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ ନେଇ ଜଳ ନିଷ୍କାସିତ ହେଉଛି । ଡ୍ୟାମ ଭିତରେ ୧ଲକ୍ଷ ୮୫ ହଜାର ୨୯ କୁ୍ୟସିକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୬ ହଜାର ୨୨୮ କୁ୍ୟସେକ
Read More...

ଛତିଶଗଡ ମୁହାଁ ଲଘୁଚାପ

ଭୁବନେଶ୍ୱର- ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବର୍ଷା ଏବେ ଛତିଶଗଡ ମୁହାଁଇଛି । ଏହା ଛତିଶଗଡ ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଦୁଇ ଦିନ ସକ୍ରିୟ ରହିବା ପରେ ଉତରପ୍ରଦେଶ ଗତି କରିବ । ତେବେ ଆସନ୍ତା ୨୫ଓ ୨୬ ତାରିଖରେ ରାଜ୍ୟର କିଛି ଅଂଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି
Read More...

କୋଇଲା ବ୍ଲକ ନିଲାମ ସ୍ଥଗିତ

ଭୁବନେଶ୍ୱର: କୋଲ ବ୍ଲକ ନିଲାମ ପ୍ରକ୍ରିୟା ୩ମାସ ସ୍ଥଗିତ ରଖିବା ପାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି କେନ୍ଦ୍ର କୋଇଲା, ଖରଇ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି ।ଶ୍ରୀ ମଲ୍ଳିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପକ୍ଷରୁ
Read More...