Browsing Category

ପ୍ରମୁଖ ଖବର

ନାବାଳକୁ ପିଟିପିଟି ହତ୍ୟା!

ବାଲେଶ୍ୱର: ପଡେ଼ାଶୀ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗାଁ ରେ । ତେବେ ଚୋରୀ ଘଟଣା ଜଣାପଡ଼ିବା ପରେ ନାବାଳକୁ ପଡେ଼ାଶୀ ମହିଳା ଓ
Read More...

ପ୍ରକାଶ ପାଇଲା ୨୦୨୦ ଆମେରିକା ଟାଇମ ମାଗାଜିନ

ପ୍ରକାଶ ପାଇଲା ୨୦୨୦ ଆମେରିକା ଟାଇମ ମାଗାଜିନ । ଏଥିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଶହେ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି । ଏଥି ସହିତ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଇୱାନ ରାଷ୍ଟ୍ରପତି ତାଇ
Read More...

କୃଷି ବିଲକୁ ବିରେଧ କରି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବିରୋଧୀ ଦଳ

ନୂଆଦିଲ୍ଲୀ- କୃଷି ବିଲକୁ ବିରୋଧ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ବିରୋଧୀ ଦଳ ସାକ୍ଷାତ କରିବେ । ଏପଟେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟାଳୟରେ କୃଷି ବିଲ ୨୦୨୦ ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରାଯାଇଛି । ଏଣୁ ଗୁଲାମ ନବୀ ଆଜାଦ ଆଜି ସଂନ୍ଧ୍ୟା
Read More...

ଦେଶରେ ୫୬ ଲକ୍ଷ ପାର ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଆଜି ଗୋଟିଏ ଦିନରେ ୮୩ ହଜାର ୩୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ହାର ୫୬,୪୬,୦୧୧ ରହିଛି । ବର୍ତମାନ ସୁଦ୍ଧା ୪୫,୮୭,୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୯,୬୮,୩୭୭ ଆକଟିଭ କେସ ରହିଛି ଓ ୯୦,୨୦ ଜଣଙ୍କ
Read More...

ରିଆ ଚକ୍ରବର୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ

ବମ୍ବେ- ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରିଫ ହୋଇଥିବା ରିୟା ଚକ୍ର ବର୍ତୀ ଓ ତାଙ୍କ ଭାଇ ସୌଭିକ ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କୁ ଜାମିନ ଆବେଦନର ଶୁଣାଣି ଆଜି ହେବକୁ ଥିବା ବେଳେ ବମ୍ବେରେ ପ୍ରବଳ
Read More...

୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକ

ନୂଅଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ତେଣୁ କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଆଜି ଅପରାହ୍ନ ୫ଟାରେ ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକ
Read More...

ନେପାଳ ପର୍ବତାରୋହୀଙ୍କ ପରଲୋକ

କାଠମାଣ୍ଡୁ- ୧୦ଥର ମାଉଂଟ ଏଭରେଷ୍ଟ ଚଢି ରେକର୍ଡ କରିଥିବା ନେପାଳ ପର୍ବତାରୋହୀ ଅଙ୍ଗ ରୀତା ସେରପାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ରୀତା ସେରପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ୧୦ ଥର ମାଉଂଟ ଏଭରେଷ୍ଟ ଚଢିଛନ୍ତି ଏବଂ ବିନା ଅକ୍ସିସେନ
Read More...

ସର୍ବାଧିକ ୧୫ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଆଜି ସର୍ବାଧିକ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରାଣ ହରାଇଥିବା ୧୫ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪, ପୁରୀ ଓ ମୟୂରଭଞ୍ଜରୁ ୨ ଲେଖାଏଁ, କଟକ, ବାଲେଶ୍ୱର, ନୟାଗଡ, ଢେଙ୍କାନାଳ,
Read More...

୪୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ନୂଆ ୪୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରର ୨୪୮୫ ଓ ଲୋକାଲ କେସ୍ ୧୭୫୨ ରହିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୪୭ ହୋଇଥିବା ବେଳେ କଟକରେ ସେହି ସଂଖ୍ୟା ୫୭୭ ରହିଛି । ସେହିପରି ଅନୁଗୁଳ ୧୧୦, ବାଲେଶ୍ୱର
Read More...

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୧୭ କୋଟି ୮୨ଲକ୍ଷ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରୁ ୧୯ ମସିହା ପର୍ଯ୍ୟନ୍ତ ମୋଟ ୫୮ଥର ବିଦେଶ ଗ୍ରସ୍ତ କରିଛନ୍ତି । ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବୈଦେଶିକ ବ୍ୟାପର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ
Read More...