ସର୍ବାଧିକ ୧୫ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର- ରାଜ୍ୟରେ ଆଜି ସର୍ବାଧିକ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରାଣ ହରାଇଥିବା ୧୫ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪, ପୁରୀ ଓ ମୟୂରଭଞ୍ଜରୁ ୨ ଲେଖାଏଁ, କଟକ, ବାଲେଶ୍ୱର, ନୟାଗଡ, ଢେଙ୍କାନାଳ,!-->…
Read More...
Read More...