Browsing Category

ପ୍ରମୁଖ ଖବର

ଆସନ୍ତାକାଲି ରିୟା ଚକ୍ରବର୍ତୀ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ- ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତୀଙ୍କ ଜାମିନ ଆବେଦନର ଶୁଶାଣି ଆସନ୍ତାକାଲି ହେବ । ଜାମିନ ପାଇଁ ରିୟା ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ସହିତ ତାଙ୍କ ଭାଇଙ୍କର ମଧ୍ୟ ଜାମିନ ଆବେଦନ…
Read More...

ବଢିଲା ଯୁକ୍ତ ୨ ନାମଲେଖା ଅବଧି

ଭୁବନେଶ୍ୱର- ଯୁକ୍ତ ଦୁଇ ନାମ ଲେଖା ଅବଧି ବଢିଲା । ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ପ୍ରକ୍ରିୟା ୨୬ ତାରିଖ ବଦଳରେ ୩୦ ତାରିଖକୁ ବଢାଇ ନିଆଯାଇଛି । ଆଡମିଶନ ବେଳେ କୋଭିଡ କଟକଣା ପାଳନ କରିବାକୁ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ।
Read More...

କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ- ଆସନ୍ତାକାଲି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିବେ । ମହାରାଷ୍ଟ୍ର,…
Read More...

ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହୋଇ ଧାରଣାରେ ବସିଥିବା ୮ ଜଣ ରାଜ୍ୟସଭା ସାଂସଦଙ୍କ ପାଇର୍ ନିଜେ ମଙ୍ଗଳବାର ସକାଳେ ଚା ଏବଂ ଜଳଖିଆ ନେଇ ଯାଇଥିଲେ ଉପାଧ୍ୟାକ୍ଷ ହରିବଂଶ ସିଂହ । ରାଜ୍ୟସଭା ଉପାଧ୍ୟାକ୍ଷ ନୁହେଁ ବରଂ ସହଯୋଗୀ ଭାବରେ ଆସିଥିଲି ବୋଲି ହରିବଂଶ କହିଛନ୍ତି ।…
Read More...

ସଂସଦ ଢାଂଚାରେ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୧୯ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ସଂକ୍ରଣଙ୍କୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ସଂସଦ ଢାଂଚାରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । କେବଳ ପ୍ରଶ୍ନକାଳକୁ ଛାଡି ଶୂନ୍ୟକାଳ, ମୁଲତବି ପ୍ରସ୍ତାବ,…
Read More...

ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ମୋଦୀଙ୍କ ବାର୍ତା

ନୂଆଦିଲ୍ଲୀ- ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ଅନଲାଇନ ଫିଟ ଇଣ୍ଡିଆ ବାର୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଅଭିନେତା…
Read More...

ରାଜ୍ୟସଭାରେ ପାରିତ ହେଲା ତୃତୀୟ କୃଷି ବିଲ୍

ନୂଆଦିଲ୍ଲୀ- ବିରୋଧୀଙ୍କ ବିରୋଧ ସତ୍ୱେ ଗୃହରେ ପାରିତ ହେଲା ତୃତୀୟ କୃଷି ବିଲ । ଅତ୍ୟାବଶ୍ରକ ଦ୍ରବ୍ୟ ତାଳିକାରୁ ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ ଏବଂ ଆଳୁକୁ ବାଦ ଦେବା ପାଇଁ ଆଗତ ହୋଇଥିବା ବିଲକୁ ରାଜ୍ୟସଭା ଅନୁମୋଦନ ଦେଇଛି । ଏହି ବ୍ୟବସ୍ଥା ଫଳରେ ମରୁଡି, ଯୁଦ୍ଧ,…
Read More...

କୁଆଖାଇ ପୁରୁଣା ପୋଲରେ ୬ ଦିନ କଟକଣା

ଭୁବନେଶ୍ୱର: ଜାତୀୟ ରାଜପଥ ନଂ-୧୬ର ଦ୍ୱୈତନଗରୀରେ ଭୁବନେଶ୍ୱରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍ ଏବଂ ମହାନଦୀର ମଝି ବ୍ରିଜ୍ରେ ଜାତୀୟ ରାଜପତ ପ୍ରାଧିକରଣ (ଏନ୍ଏଚ୍ଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ୨୨ରୁ…
Read More...

ସୁଶାନ୍ତ ନାଥ ବିଏସଏଫ ଆଇଜି ନିଯୁକ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସଏଫ) ର ଆଇଜି ଭାବେ ନିଯୁକ୍ତି କରାଯାଇଛି । ଏନେଇ ସୋମବାର ମନ୍ତ୍ରାଳୟ ପକ୍ଷରୁ ଗୃହବିଭାଗ ଅନୁସଚିବ ଅଞ୍ଜନ ଶରକାର ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ପତ୍ର ଲେଖି ଅବଗତ…
Read More...

ଦୀପିକା ପାଦୁକୋନଙ୍କ ଡ୍ରଗ୍ସ ଚାଟ ଲାଗିଲା ଏନସିବି ହାତରେ

ମୁମ୍ବାଇ- ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଓ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ରିୟାଙ୍କ ଡ୍ରଗ୍ସ ଲିଙ୍କ ମାମଲା ପରେ ଅନେକ ବଲିଓଡ କଳାକାରଙ୍କ ନାଁ ସାମ୍ନାକୁ ଆସିଛି । ଏନସିବି ଦ୍ୱାରା ଏହି ମାମଲାର ଯାଂଚ ବେଳେ ଦୀପିକା ପାଦୁକୋନ, ନମ୍ରତା…
Read More...