ଋଣ ପରିଶୋଧର ସମୟ ସୀମାକୁ ୨ ବର୍ଷ ବୃଦ୍ଧି କଲା ଏସବିଆଇ
ନୂଆଦିଲ୍ଲୀ- ଗ୍ରାହକ ପାଇଁ ଏସିବିଆଇ ଆଣିଛି ବଡ ଆଶ୍ୱାସ୍ତିର ଖବର । ଗ୍ରାହକ ମାନେ ଇଏମଆଇ ପରିଶୋଧ ପାଇଁ ଅତିରିକ୍ତ ୨ ବର୍ଷ ସମୟ ପାଇବେ । ଯଦି ଆପଣ ଋଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ସୁଝିବାକୁ ହେବ ତେବେ ଆପଣ ଚାହିଁଲେ ୭ ବର୍ଷରେ ଏହା ସୁଝିପାରିବେ । ମହାମାରୀ କରୋନା!-->…
Read More...
Read More...