Browsing Category

ପ୍ରମୁଖ ଖବର

ବିହାର ବିଧାନସଭା ନିର୍ବାଚନରେ କଙ୍ଗନା ହେବେ ବିଜେପି ଷ୍ଟାର ପ୍ରଚାରକ

ମୁମ୍ବାଇ- ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ କଙ୍ଗନା ହେବେ ବିଜେପି ଷ୍ଟାର ପ୍ରଚାରକ । ନିକଟରେ ତାଙ୍କ ମା ବିଜେପିରେ ଯୋଗ ଦେଇଥିଲେ । ତେବେ ଏହାକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ
Read More...

ଢେଙ୍କାନାଳ ବିଧାୟକ ସୁଧୀର ସାମଲ କରୋନା ସଂକ୍ରମିତ

ଢେଙ୍କାନାଳ- ଢେଙ୍କାନାଳ ବିଧାୟକ ସୁଧୀର ସମାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂମ୍ପର୍କରେ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ କରୋନା ଟେଷ୍ଟ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
Read More...

ଆରମ୍ଭରୁ ଗୃହ ମୁଲତବି

ନୂଆଦିଲ୍ଲୀ- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କିନ୍ତୁ ଆରମ୍ଭରୁ ୩ଘଂଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଥିଲା । ମୁଲତବି ପରେ ପୁଣି ଥିରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି
Read More...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ସ୍ପୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ନେଇ ମନ୍ତ୍ରୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ସେମାନେ ଏବେ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା
Read More...

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ

ଭୁବନେଶ୍ୱର : ପଂଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ । ସତ୍ୟନଗର ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଇଙ୍ଗ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ ଅନ୍ତିମ
Read More...

ଜାତୀୟ ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀ ଓ ଗୃହମମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଛା

ନୂଆଦିଲ୍ଲୀ- ହିନ୍ଦୀ ଭାଷକୁ ବିକାଶ କରିଥିବା ଭାଷା ବିଜ୍ଞାନୀମାନଙ୍କୁ ଜାତୀୟ ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଶୁଭେଛା ଜଣାଇା ସହ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ବର୍ତମାନ ଦେଶରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଅଧିକ ମାତ୍ରାରେ
Read More...

ହିନ୍ଦୀ ଦିବସ

ପ୍ରତି ବର୍ଷ 14 ସେପ୍ଟେମ୍ବରରେ ପାଳନ କରାଯାଏ ‘ ହିନ୍ଦୀ ଦିବସ’ । ୧୯୪୯ ସେପ୍ଟେମ୍ବର ଏହି ଦିନରେ , ହିନ୍ଦିକୁ ଭାରତର ରାଜ ଭାଷା ବନାଇବା ପାଇଁ ସମ୍ବିଧାନ ସଭାରେ ନିଷ୍ପତି ନିଆଯାଇଥିଲା । ଉକ୍ତ ମହତ୍ୱପୂର୍ଣ୍ଣ ନିଷ୍ପତିର ପ୍ରତିପାଦନ ତଥା ପ୍ରତି କ୍ଷେତ୍ରରେ ଏହି ଭାଷାର ସମ୍ପ୍ରସାରଣ
Read More...

ଖୁବ ଶୀଘ୍ର ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ତାରିଖ

ବିହାର- ବିହାର ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ପାଇଁ ଦୁଇ ନିର୍ବାଚନ କମିଶନର ସଦସ୍ୟ ଆଜି ବିହାର ଗ୍ରସ୍ତ କରିଛନ୍ତି । ଡେପୁଟି ନିର୍ବାଚନ କମିଶନର ସୁଦୀପ ଜେନ ଓ ଚନ୍ଦ୍ରଭୂଷଣ କୁମାର ଦୁଇ ଦିନିଆ ଗ୍ରସ୍ତରେ ଯାଇଛନ୍ତି । ନିର୍ବାଚନର ପ୍ରସ୍ତୁତି ଉପରେ ସେଠାରେ ଏକ ବୈଠକ
Read More...

ଦେଶରେ ୯୨ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଆଜି ଗୋଟିଏ ଦିନରେ ୯୨ ହଜାର୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୪୬,୪୨୭କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏାମନଙ୍କ ମଧ୍ୟରୁ ୩୭,୮୦,୧୦୭ ସୁସ୍ଥ
Read More...

କଙ୍ଗନା ରଣୱାତ ନିଜ ଘର ମନାଲିକୁ ଫେରିଲେ

ମୁମ୍ବାଇ- ବଲିଓଡ ଅଭିନେତ୍ରୀ କଙ୍ଗନା ରଣୱାତ ତାଙ୍କ ଘର ମନାଲିକୁ ଫେରିବାରେ ପରେ ମହାରାଷ୍ଟ୍ର ସରକାରଙ୍କ ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ମୁମ୍ବାଇରେ ଶିବସେନା ପକ୍ଷରୁ ତାଙ୍କ ଅଫିସ ବେଆଇଭାବେ ନିର୍ମାଣ ହୋଇଥିବା ଦର୍ଶାଇ ଭାଙ୍ଗିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଧମକ
Read More...