Browsing Category

ପ୍ରମୁଖ ଖବର

ବେଜିଂକୁ ଝଟ୍‌କା : ଚୀନ୍‌କୁ ଛାଡ଼ି ଭାରତ ସହ ସଂପର୍କ ଦୃଢ଼ କଲା ଜର୍ମାନୀ

ବର୍ଲିନ୍‌ : ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଚୀନ୍‌କୁ ବିଶ୍ବାସ କରିହେବନି। ଏଠାରେ ଗଣତନ୍ତ୍ର ବିପନ୍ନ, ମାନବାଧିକାର କ୍ଷୁଣ୍ଣ ଏବଂ ଏହା ଅନ୍ତର୍ଜାତୀୟ ରାଜିନାମାକୁ ସମ୍ମାନ ମିଳେନି। ତେଣୁ ଏଭଳି ବିଶ୍ବାସଘାତକ ଚୀନ୍‌କୁ କୂଟନୈତିକ ଝଟ୍‌କା ଦେଇଛି ଜର୍ମାନୀ। ଚୀନ୍‌ ସହିତ ୫୦
Read More...

ରାଜ୍ୟ କ୍ୟବିନେଟ ବୈଠକ, ୩ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମଧ୍ୟମରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି କ୍ୟାବିନେଟ୍‌ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ
Read More...

ସମ୍ବଲପୁରୀ ମାସ୍କ ଲୋକସଭା ସାଂସଦଙ୍କୁ ବାଣ୍ଟିଲେ ବରଗଡ ସାଂସଦ

ସମ୍ବଲପୁର : କରୋନା ମହାମାରୀ ବିଶ୍ୱବାସୀଙ୍କୁ ଅନେକ ଶିକ୍ଷା ଦେଇ ଚାଲିଛି। ଏହି ଘଡସନ୍ଧି ମୁହୁର୍ତ୍ତରେ ଗୋଟିଏ ଦେଶ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ କୁନ୍ଥ କୁନ୍ଥ ହେଉଥିବାବେଳେ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳ ଦେଶଗୁଡିକର ଅବସ୍ଥା ସାଙ୍ଘାତିକ ଅଟେ। ଏଥିରୁ ଶିକ୍ଷା ନେଇ
Read More...

୧୧ରେ ଓୟୁଏଟି ସ୍ନାତକ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ(ୟୁଜି)ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆବେଦନ ଶେଷ ହୋଇଥିଲେ ମଧ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବେ ପ୍ରବେଶିକାକୁ ସ୍ଥଗିତ ରଖାଯାଇଥିଲା।
Read More...

ଇଞ୍ଜିନିୟର ଦିବସ ଓ ସାର୍ ବିଶ୍ୱେସରାୟ

ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖ ଇଞ୍ଜିନିୟର ଦିବସ ରୂପେ ପାଳିତ ହେଉଛି ା ୧୮୬୧ ମସିହାର ଏହି ପବିତ୍ର ଦିନରେ ନବଭାରତର ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଲାଭ କରିଥିଲେ ା ମେଧାବୀ
Read More...

ସଂସଦର ମୌସୁମୀ ଅଧିବେଶନ ୨ୟ ଦିନ ; ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର , ଜୟା ବଚ୍ଚନ

ନୂଆଦିଲ୍ଲୀ : କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ସୋମବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧୮ ତାରିଖ ଯାଏଁ ଚାଲୁ ରହିବ। ଆଜି ଏହାର ୨ୟ ଦିନରେ ପ୍ରଥମେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାର ଅଧିବେଶନ ପ୍ରାୟ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲୁ ରହିବ।
Read More...

ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ

୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ରଖିବା ଦିଗରେ ସରକାରଗୁଡ଼ିକ ଯତ୍ନବାନ ହେବାକୁ ଓ ବ୍ୟବସ୍ଥା ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦର୍ଶାଇବାପାଇଁ
Read More...

ଦେଶରେ ୮୦ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩ ହଜାର ୮୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୬ ରେ ପହଞ୍ଚିଛି। ସେହିପରି ଦେଶରେ ୮୦ ହଜାର
Read More...

ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୬୪୫

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୮ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୮ ଜଣ ମୃତକଙ୍କ ମଧ୍ୟରୁ କଟକ ଜିଲାରୁ
Read More...

ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୧୫୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ
Read More...