Browsing Category

ପ୍ରମୁଖ ଖବର

୨୪ଘଂଟାରେ ୪ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଖୋର୍ଦ୍ଧାରେ ୬୪୭ ପଜିଟିଭ ହୋଇଥିବା ବେଳେ କଟକରେ ଏହି ସଂଖ୍ୟା ୩୮୯ ରହିଛି । ସେହିପରି…
Read More...

ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା

ଭୁବନେଶ୍ୱର- ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା ମିଳିଛି । ଏଯାବତ୍ ହଜାର କରୋନା ଆକ୍ରାନ୍ତଙ୍କୁ ପ୍ଲାଜାମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଥେରାପିର ସଫଳତାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ ଚିକିତ୍ସାଳୟରେ…
Read More...

ପରଲୋକରେ ବିଜେପି ନେତା ଅଶୋକ ସାହୁ

ଭୁବନେଶ୍ୱର-ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ଅଶୋକ ସାହୁଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ପିଠାପୁରସ୍ଥିତ ବାସଭବନରେ ତାଙ୍କ ବିୟୋଗ ହୋଇଛି । ଅସୁସ୍ଥତା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କଥା ପରିବାର ଲୋକେ କହିଛନ୍ତି । ସେ ଆସାମର ଅତିରିକ୍ତ ପୋଲିସ…
Read More...

ଆଜି ମହାଳୟା

ଭୁବନେଶ୍ୱର- ଆଜି ହେଉଛି ପବିତ୍ର ମହାଳୟା । ଏହି ଅବସରରେ ବିଭିନ୍ନ ପୀଠରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରାଯାଉଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଧର୍ମାନୁଷ୍ଠାନ ବନ୍ଦ ରହିଥିବାରୁ ଲୋକ ପିଣ୍ଡ ପାଇଁ ଅନତ୍ର ବ୍ୟବସ୍ଥା କରିଛନ୍ତି । କୋଭିଡ ଗାଇଡଲାଇନ ମାନି ପିଣ୍ଡ ପକାଇବେ…
Read More...

୭୦ ବର୍ଷ ବୟସରେ ପାଦ ଥାପିଲେ ମୋଦୀ

ନୂଆଦିଲ୍ଲୀ- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିବିସ ପାଳିତ ହୋଉଛି । ତାଙ୍କ ଜନ୍ମଦିନ ଅବସରେ ସାରାଦେଶର ଲୋକେ ଶୁଭେଛା ଜଣାଉଛନ୍ତି । ସେହିପରି ବିିଭନ୍ନ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ବଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ମଧ୍ୟ ଶୁଭେଛା ଜଣାଇବା ସହ ସୁସ୍ଥ ଓ…
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଛା ଜଣାଇବା ସହିତ ଶରୀର ସୁସ୍ଥ ଓ ଦୀର୍ଘଜୀବୀ ହୁଅନ୍ତୁ ବୋଲି କାମନା କରିଛନ୍ତି ।
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଛା ଜଣାଇଲେ ରାହୁଲ ଓ କେଜ୍ରିୱାଲ

ନୂଆଦିଲ୍ଲୀ- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁଭେଛା ଜଣାଇବା ସହ ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।…
Read More...

ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ : ରାଜନାଥ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତ୍ତି ରଖିଛନ୍ତି। ଲଦାଖ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରର ରାଜନାଥ ସିଂହ ଗୃହକୁ ଜଣାଇବା ସହିତ କହିଲେ ଆମେ ଶାନ୍ତି ଚାହୁଁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ-ଭାରତ…
Read More...

ଝାରପଡ଼ା ଜେଲରେ ବିଚାରଧୀନ କଏଦୀ ମୃତ ; ମୃତ୍ୟୁ ପରେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଚିଟଫଣ୍ଡ ମାମଲାରେ ସେ ୨୦୧୯ରୁ ଜେଲରେ ଥିଲେ।ସୂଚନା ଅନୁଯାୟୀ , କିଛି ଦିନ ତଳେ ତାଙ୍କୁ ଜ୍ୱର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ…
Read More...

ସଂସଦୀୟ ଢ଼ାଞ୍ଚାରେ ହେବ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏ ନେଇ ମଙ୍ଗଳବାର ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି  ଅଧିବେଶନ ଅକ୍ଟୋବର ୭…
Read More...