Browsing Category

ପ୍ରମୁଖ ଖବର

ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ- ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ବାୟୁସେନାର ସେଭେଂଟିନ ସ୍କ୍ୱାଡର୍ରନ ଗୋଲଡେନ ଆରୋସରେ ସାମିଲ ହେଲା ଏହି ଶକ୍ତିଶାଳୀ ବିମାନ । ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଓ ଫ୍ରାନ୍ସ
Read More...

ସେପ୍ଟେମ୍ବର ଶେଷ ଆଡକୁ କମିପାରେ କରୋନା ସକ୍ରଂମଣ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋବାରେ ଲାଗିଛି । ଚଳିତ ମାସ ପ୍ରଥମରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ପଜିଟିଭଙ୍କ ସଂଖ୍ୟା
Read More...

ନବୀନଙ୍କୁ ଫୋନ କରି ସମର୍ଥନ ଲୋଡିଲେ ନୀତିଶ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୁର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ପର୍ଷ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହାରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥୀତ୍ୱକୁ
Read More...

ଘାଟିରେ ପୁଣି ଓଲଟିଲା ଶ୍ରମିକ ବସ୍

ରାୟଗଡା- ପୁଣି ଘାଟିରେ ଓଲଟିଲା ଶ୍ରମିକ ବସ୍ । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଥାନା ଅର୍ନ୍ତଗତ ଗୁମ୍ମା ଘାଟିରେ । ସୂଚନାଯୋଗ୍ୟ ବସଟି ବଲାଙ୍ଗୀର ଓ ବୈଦ୍ଧ ଜିଳ୍ଲାରୁ ଶ୍ରମିକ ମାନଙ୍କୁ ନେଇ ତାମିଲନାଡୁ ଯାଇଥିଲା । ତେବେ ଘାଟି ପାଖରେ
Read More...

ଭୁବନେଶ୍ୱରରେ ଆପ୍ଳାଇ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର- ଭୁବନେଶ୍ୱରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ଏହି ସଂକ୍ରଣରେ ରୋକ ଲଗାଇବା ପାଇଁ ଭୁବେନଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । କୋଭିଡ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ପାରୁଲ ପଟୱାରୀ ଏନେଇ ସୂଚନା
Read More...

ପୂଜା ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ

ଭୁବନେଶ୍ୱର- ପୂଜା ପାଇଁ ଜାରି ହେଲା ନୂଆ ଗାଇଡଲାଇନ । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ଦୁର୍ଗା ପୂଜା, କଳୀ ପୂଜା ଓ ଗଜଲକ୍ଷ୍ମୀ ପୁଜା ଥିବାରୁ ଗାଇଡଲାଇନ ଜାରି କରାଯାଇଛି । ଗାଇଡ ଅନୁଯାୟୀ ପୂଜା ମଣ୍ଡପରେ ପୂଜା ପାଇଁ ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ଟ୍ୱିନସିଟରେ
Read More...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱା ଆଂଚିଳିକ ପଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ମାଲକାନଗିରି, କୋରାପୁଟ,
Read More...

ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଲେ ଦୁର୍ବୃତ

ଆନନ୍ଦପୁର- ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ । ଘରେ ଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଳଭି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା
Read More...

ସେପ୍ଟେମ୍ବର ୨୯ରୁ +୩ ଶେଷ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜର +୩ ଶେଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲି । ସେହିପରି ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ ।
Read More...

ଇ-ଗୋପାଲ ଆପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଆରମ୍ଭ କରିବାର ସହିତ ଇ-ଗୋପାଳ ଆପ୍ ଶୁଭ ଉଦାଘଟନ କରିବେ । ଏହା କୃଷକଙ୍କୁ ବଜାର ବୃଦ୍ଧି ଓ ବିଭିନ୍ନ ପ୍ରକାର ସୂଚନା ବିଷୟରେ ଅବଗତ କରିବ । ଆତ୍ମନିର୍ଭାର ଶୀଳ ଭାରତ ଯୋଜନା ୨୦୨୦-୨୧ରୁ
Read More...